Daily Archives

ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ବାର୍ଷିକ ସମ୍ମିଳନୀ

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସଞ୍ଚୟ ଶକ୍ତି ଭବନ ବୁରାଟଠାରେ ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ କୋଷାଧ୍ୟକ୍ଷ
Read More...

ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାନ୍‌ଟେଡ୍‌ ବୋଲି ଘୋଷଣା କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ହେପାଜତରୁ ଫେରାର୍‌ ମାରିଥିବା ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାନ୍‌ଟେଡ୍‌ ବୋଲି ଘୋଷଣା କରିବା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ପୋଲିସ । ଗୋବିନ୍ଦଙ୍କ ବାବଦରରେ ଯିଏ ପୋଲିସକୁ ସୂଚନା ଦେବ ତାଙ୍କୁ ଏହି ପୁରସ୍କାର
Read More...

ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର

ଟିଟିଲାଗଡ, (ଅଜିତ କୁମାର ସାହୁ) : ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ମାଟି ଖୋଳିବା ପରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି । ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ତାହା
Read More...

ଟି୨୦ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ୍‌ : ରାହୁଲ ଓ କିଶନଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା…

ଦୁବାଇ : ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇଛି । ବୋଲିଂ ବେଳେ ମହମ୍ମଦ ସାମି ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂ ବେଳକୁ କେଏଲ୍ ରାହୁଲ, ଈଶାନ କିଶନ ଚମତ୍କାର ଖେଳିଥିଲେ । ଭାରତ ଗୋଟିଏ ଓଭର ପୂର୍ବରୁ ୩ ୱିକେଟ୍ ବିନିମୟରେ ୧୯୨ ରନ୍‌
Read More...

ନୂଆ ଜର୍ସିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ କ୍ରିକେଟ ଦଳ

ମୁମ୍ବାଇ : ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ନୂଆ ଜର୍ସିକୁ ‘ବିଲିୟନ୍ ଚିୟର୍ସ ଜର୍ସି’ ଭାବେ ନାମିତ କରାଯାଇଛି । ଏହି ନୂଆ ଜର୍ସିରେ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳି ବିଜୟରୁ ଅଭିଯାନ ଆରମ୍ଭ କରିଛି ।
Read More...

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା : ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୁରା ଅଞ୍ଚଳକୁ କବଜାକୁ ନେଇଛି । ତେବେ
Read More...

ନିଖୋଜ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା କାର୍‌କୁ ଜବତ କଲା ପୋଲିସ

ଟିଟିଲାଗଡ, (ଅଜିତ କୁମାର ସାହୁ) : ନିଖୋଜ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା କାର୍‌କୁ ସିନ୍ଧେକେଲା ପୋଲିସ ଜବତ କରିଥିବା ଖବର ମିଳିଛି । ଜବତ କାର୍‌ଟି ବ୍ଲୁ କଲର୍‌ର ୱାଗ୍‌ନର୍‌ ହୋଇଥିବା ବେଳେ ନମ୍‌ମ୍ବର (ଓଡି୦୮କେ୧୦୦୨) ହୋଇଥିବା ଜଣାପଡିଛି । ଏହି କାର୍‌ଟି ସ୍କୁଲ ସଭାପତି
Read More...

ଖୁଣ୍ଟ ସମଲେଇରେ ଆଦିବାସୀ ମେଳି ଅଧିକାର ହାସଲ ପାଇଁ ଶାଲିସ ବିହୀନ ସଂଗ୍ରାମ ପାଇଁ ଆଦିବାସୀଙ୍କ ସଂକଳ୍ପ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ବଜାର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆଦିବାସୀ ଝାଙ୍କର ଦେହେରୀ ଆଦିବାସୀ ଦେବାଦେବୀ ଶବରୀ ନାରେନ, ବୁତାଦେଓ ଜଡେନ ସମଲେଇ, ବିନ୍ଧ୍ୟବାସିନୀ, ମାରାନବୁରୁ,
Read More...

କରୁଆଁଝର ଗଜଲକ୍ଷ୍ମୀ ପୂଜା କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ନବଜୀବନ ପାଠାଗାରର ଆନୁକୁଲ୍ୟରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ସୋମବାର ଅପରାହ୍ନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ କରୁଆଁଝର ଗାଁର ଶତାଧିକ ମହିଲା ଓ ପୁରୁଷ ଅଂଶ ଗ୍ରହଣ କରି ଜଳ ପୂର୍ଣ୍ଣ କଳସ
Read More...

ଶିକ୍ଷକ ରାସବିହାରୀ ପଣ୍ଡାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲାର ବିଶିଷ୍ଟ ଶିକ୍ଷକ ରାସବିହାରୀ ପଣ୍ଡା(୯୫)ଙ୍କ ଗତ ରବିବାର ଦିନ ପରଲୋକ ହୋଇଯାଇଛି । ତାଙ୍କର ଶେଷ ସମୟରେ ପାଖରେ ତାଙ୍କ ସ୍ତ୍ରୀ, ପାଞ୍ଚ ପୁଅ ଓ ପାଞ୍ଚ ବୋହୁ, ଝିଅ ଓ ଜ୍ୱାଇଁ, ପୁତୁରା, ଝିଆରୀ, ନାତି, ନାତୁଣୀ, ଅଣ ନାତି, ଅଣ
Read More...
error: Content is protected !!