pakka

ନିଖୋଜ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା କାର୍‌କୁ ଜବତ କଲା ପୋଲିସ

ଟିଟିଲାଗଡ, (ଅଜିତ କୁମାର ସାହୁ) : ନିଖୋଜ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା କାର୍‌କୁ ସିନ୍ଧେକେଲା ପୋଲିସ ଜବତ କରିଥିବା ଖବର ମିଳିଛି । ଜବତ କାର୍‌ଟି ବ୍ଲୁ କଲର୍‌ର ୱାଗ୍‌ନର୍‌ ହୋଇଥିବା ବେଳେ ନମ୍‌ମ୍ବର (ଓଡି୦୮କେ୧୦୦୨) ହୋଇଥିବା ଜଣାପଡିଛି । ଏହି କାର୍‌ଟି ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ନାଁରେ ଥିବା ସୂଚନା ମିଳିଛି । ଉକ୍ତ କାର୍‌ରେ ନିଖୋଜ ଶିକ୍ଷୟିତ୍ରୀ ମମିତାଙ୍କୁ ନେବା ଆଣିବାରେ ବ୍ୟବହାର ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ୍ ବ୍ୟାରେକ୍‌ରୁ ଫେରାର ହେବାର ୨୪ ଘଣ୍ଟା ପରେ ବି ଗୋବିନ୍ଦ ସାହୁଙ୍କ ପତ୍ତା ମିଳୁନି ।

Leave A Reply

Your email address will not be published.

five × 3 =