Browsing Tag

titilagrh news

ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବର…

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ୭୩ଟି ମାମଲାର ଶୁଣାଣି କରାଯାଇଛି । ଏହି ଶିବରରେ
Read More...

ସାହିତ୍ୟ-ସଂସ୍କୃତିର ନୂତନ କର୍ମକର୍ତ୍ତା ନିର୍ବାଚନ

ଟିଟିଲାଗଡ : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା ସାରସ୍ୱତ ଚେତନାର ବାର୍ତ୍ତାବହ “ସାହିତ୍ୟ ସଂସ୍କୃତି” ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ ଏବଂ କୃଷ୍ଣଚନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ୱ
Read More...

ବିଭିନ୍ନ ସମସ୍ୟାକୁ ନେଇ ବୈଠକ : ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ ଘେରାଉ କରିବା ପାଇଁ ଆମ ଆଦମୀ ପାର୍ଟିର…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନ ହେଲାଣି ଅନେକ ସମସ୍ୟା ଲାଗି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ଟିଟିଲାଗଡ଼ ୱାର୍ଡ ନମ୍ବର-୨ ସ୍ଥିତ ରବିଦାସ ଭବନ ଠାରେ ଆମ ଆଦମୀ ପାର୍ଟିର ଯୁବ ସଭାପତି
Read More...

ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ଜଳାରାମର ସଭା ଗୃହରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସ୍ତମ୍ଭକାର
Read More...

ଟିଟିଲାଗଡ଼ରେ ଦୀପାବଳି ପାଳନ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଛୋଟରୁ ବଡ଼ ପର୍ୟ୍ୟନ୍ତ ଦୀପାବଳି ପର୍ବକୁ ଧୁମଧାମରେ ପାଳନ ମଧ୍ୟ କରୁଛନ୍ତି । ମହିଳା ମାନେ ନିଜ ଘରରେ ଦୀପ ଜାଳିବା ସହ ଘର ବାହାରେ ବିଭିନ୍ନ ପ୍ରକାରର ଝୁଣ୍ଟି ମଧ୍ୟ ଆଙ୍କୁଛନ୍ତି
Read More...

ମମିତାଙ୍କ ପରିବାରଙ୍କୁ ଭେଟିଲା କଂଗ୍ରେସର କେନ୍ଦ୍ରୀୟ ଟିମ : ଏଠି ରକ୍ଷକ ଭକ୍ଷକ ସାଜିଛି – ରାଷ୍ଟ୍ରୀୟ…

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଝରଣୀ ଗାଁରେ ନେତା, ମନ୍ତ୍ରୀଙ୍କ ପ୍ରତ୍ୟେକ ଦିନ ଡେରା ପଡୁଛି । ତେବେ ମମିତା ମେହେର ହତ୍ୟା ଘଟଣାର ଷଡଯନ୍ତ୍ରକାରୀ ଓଡ଼ିଶାର
Read More...

ମମିତା ହତ୍ୟା ମାମଲା : ଡେମୋ ଦେଖାଇଲା ଗୋବିନ୍ଦ

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗୋବିନ୍ଦ ଆଜି ମହାଲିଙ୍ଗ ଷ୍ଟାଡିୟମରେ ମର୍ଡରର ଡେମୋ ଦେଖାଇଛି । ଗୋବିନ୍ଦକୁ ଆଜି ଭୋର ୪ଟାରେ ନେଇ ସିନ୍ ରିକ୍ରିଏସନ୍ କରାଇଛି ପୋଲିସ୍ ।
Read More...

ରାଧେ ଘରୁ ମିଳିଲା ମମିତାର ବିଭିନ୍ନ ସାମଗ୍ରୀ

ଟିଟଲାଗଡ, (ଅଜିତ କୁମାର ସାହୁ) : ରାଧେ ଘରୁ ମିଳିଲା ସୁରାଗ । ଯାହାକୁ ନେଇ ଚାଲିଛି ତଦନ୍ତ । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡୀର ଘରୁ ଏକ ବ୍ୟାଗ୍ ମିଳିଛି
Read More...

ମମିତା ମେହେର ହତ୍ୟାକାଣ୍ଡ : ରାଧେର ଜାମିନ୍‌ ନାମଞ୍ଜୁର

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି କୋର୍ଟ ବୋଲି ଜଣାପଡିଛି । ୧୫ଦିନ ପାଇଁ ରାଧେକୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ବଙ୍ଗୋମୁଣ୍ଡା ଜେଏମଏଫସି । ରାଧେ
Read More...

କେ.ଗାଁ ଥାନା ଆଇଆଇସି ତମୁ ପରଜା ସସପେଣ୍ଡ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତା ମେହେର ହତ୍ୟା ମାମଲାରେ କାର୍ଯ୍ୟରେ ଅବହେଳା ଯୋଗୁଁ କେ.ଗାଁ ଥାନା ଆଇଆଇସି ତମୁ ପରଜାଙ୍କୁ ସସପେଣ୍ଡ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ମମିତା ନିଖୋଜ ପରେ ପରିବାରର ଅଭିଯୋଗ ରଖିନଥିବାରୁ ସସପେଣ୍ଡ କରାଯାଇଥିବା ଜଣାପଡିଛି ।
Read More...