pakka

ଟିଟିଲାଗଡ଼ରେ ଦୀପାବଳି ପାଳନ

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଛୋଟରୁ ବଡ଼ ପର୍ୟ୍ୟନ୍ତ ଦୀପାବଳି ପର୍ବକୁ ଧୁମଧାମରେ ପାଳନ ମଧ୍ୟ କରୁଛନ୍ତି । ମହିଳା ମାନେ ନିଜ ଘରରେ ଦୀପ ଜାଳିବା ସହ ଘର ବାହାରେ ବିଭିନ୍ନ ପ୍ରକାରର ଝୁଣ୍ଟି ମଧ୍ୟ ଆଙ୍କୁଛନ୍ତି । ତେବେ ଟିଟିଲାଗଡ଼ ସମେତ ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ହୋଇଥିବା କଟକଣାକୁ ମାନି ଲୋକ ମାନେ ଦୀପାବଳୀ ପାଳନ କରୁଛନ୍ତି ।

jay balangir
Leave A Reply

Your email address will not be published.

two × 3 =

error: Content is protected !!