pakka

ମମିତା ହତ୍ୟା ମାମଲା : ଡେମୋ ଦେଖାଇଲା ଗୋବିନ୍ଦ

bbehera

ଟିଟିଲାଗଡ, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗୋବିନ୍ଦ ଆଜି ମହାଲିଙ୍ଗ ଷ୍ଟାଡିୟମରେ ମର୍ଡରର ଡେମୋ ଦେଖାଇଛି । ଗୋବିନ୍ଦକୁ ଆଜି ଭୋର ୪ଟାରେ ନେଇ ସିନ୍ ରିକ୍ରିଏସନ୍ କରାଇଛି ପୋଲିସ୍ । ପ୍ରାୟ ୨୦ରୁ ୨୫ ମିନିଟ୍ ଧରି ଡେମୋ ଦେଖାଇଲା ଗୋବିନ୍ଦ । ମମିତାଙ୍କୁ ସେ କିପରି ପୋଡ଼ିଲା ଓ ପୋତିଲା ତାର ପୂରା ସିନ୍ ସେ ଆଜି ରିକ୍ରିଏଟ୍ କରିଥିବା ବେଳେ ସିନ୍ ରିକ୍ରିଏସନ୍ଉ ସମୟରେ ତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିିତି ଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

20 − 13 =

error: Content is protected !!