pakka

ରାଧେ ଘରୁ ମିଳିଲା ମମିତାର ବିଭିନ୍ନ ସାମଗ୍ରୀ

bbehera

ଟିଟଲାଗଡ, (ଅଜିତ କୁମାର ସାହୁ) : ରାଧେ ଘରୁ ମିଳିଲା ସୁରାଗ । ଯାହାକୁ ନେଇ ଚାଲିଛି ତଦନ୍ତ । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡୀର ଘରୁ ଏକ ବ୍ୟାଗ୍ ମିଳିଛି । ଏହି ବ୍ୟାଗ୍‌ରେ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି । ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି ।

jay balangir
Leave A Reply

Your email address will not be published.

19 − 11 =

error: Content is protected !!