Daily Archives

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ ଉଦଘାଟିତ

ଭାରତୀୟ ବାୟୋ-ଅର୍ଥନୀତି ଗତ ଆଠ ବର୍ଷରେ ଆଠ ଗୁଣ ବୃଦ୍ଧି ପାଇଛି ।ଆମେ ୧୦ ବିଲିୟନ ଡଲାରରୁ ୮୦ ବିଲିୟନ ଡଲାର ପର୍ୟ୍ୟନ୍ତ ବଢ଼ିଛୁ ।ବିଶ୍ୱର ବାୟୋଟେକ ବାତାବରଣ ପ୍ରଥମ ଦଶଟି ଦେଶ ମଧ୍ୟରେ ପହଂଚିବାକୁ ଭାରତ ବେଶୀ ପଛରେ ନାହିଁ ।ଆମେ ବାୟୋଟେକ କ୍ଷେତ୍ର ଓ ଏହାର ବୃତ୍ତିଧାରୀଙ୍କୁ ଏକା ଭଳି
Read More...

ଭୂତିଆରବାହାଲ ମାଲି ସମାଜର ଗ୍ରାମ୍ୟ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଭୁତିଆରବାହାଲ୍ ଗାଁର ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଦିନ ୧୧ଟା ସମୟରେ ଅକ୍ଷୟ ଚୌଧୁରୀଙ୍କ ଆବାହକତ୍ୱ ଓ କୋଶଲିଆ ମାଲି ସମାଜ ବଲାଙ୍ଗିର ଅଞ୍ଚଳ ସଭାପତିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ
Read More...

ମୁରସିଂହ ଅଭିନବ ଶ୍ରୀକ୍ଷେତ୍ର ସ୍ୱର୍ଣ୍ଣଗଡ଼ରେ ସ୍ନାନଯାତ୍ରା ଓ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଅଭିବନ ଶ୍ରୀକ୍ଷେତ୍ର ସ୍ୱର୍ଣ୍ଣଗଡ଼, ମୁରସିଂହରେ ୨୦୨୨ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତରେ ପହଞ୍ଚିଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି
Read More...

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ
Read More...

ବରିଷ୍ଠ କମ୍ୟୁନିଷ୍ଟ ନେତାଙ୍କ ବିୟୋଗ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ବରିଷ୍ଠ ବାମପନ୍ଥୀ ନେତା ତ୍ରିନାଥ ବେହେରାଙ୍କ ଅକସ୍ମାତ ବିୟୋଗରେ ରମ୍ଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ବେହେରା ରମ୍ଭା ଟିକରପଡା ସାହିର ଜଣେ ଜଣା ଶୁଣା ସାମାଜ ସେବୀ, କର୍ମ ନିପୁଣା, ବରିଷ୍ଠ ବାମପନ୍ଥୀ ନେତା ଓ ପୂର୍ବତନ କାଉନସିଲର ରହି
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଭାରତୀ ବିଦ୍ୟାପୀଠ ଷ୍ଟାଡିଅମ ଠାରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସୌଜନ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ
Read More...

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଂପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ବୈଠକରେ ପିଡ଼ି ଡିଆର୍‌ଡ଼ିଏ ସୁଶାନ୍ତ କୁମାର ସିଂ, ଶିଶୁ
Read More...

ଜଲିଆ ଗାଁ ଗୌନ୍ତିଆ ଭକ୍ତ ଚରଣ ବୁଡେକଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ-ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗ୍ରାମର ଗୌନ୍ତିଆ ଭକ୍ତ ଚରଣ ବୁଡ଼େକଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା । ସେ ଦୀର୍ଘଦିନରୁ ଅସୁସ୍ଥ ଅନୁଭବ କରୁଥିବା ବେଳେ ଦିନ ୧ ଟା ସମୟରେ
Read More...

ସୁଜାମ ମାର୍ଟର ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ସଂପ୍ରଦାୟ ଆଦିବାସୀମାନଙ୍କୁ ନେଇ ଗଠିତ ହୋଇଥିବା ସୁଜାମ ମାର୍ଟ ତରଫରୁ ସ୍ଥାନୀୟ ଭଂଜଭବନ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଓରାମ, ମୁଣ୍ଡା, ଖଡିଆ, କିଷାନ, ଭୁୟାଁ, ବଡାଇକ, ସିଂ ପ୍ରଭୃତି
Read More...

୨୫୧କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ସିନପାଲିରେ ପହଞ୍ଚିଲା ଶକ୍ତି କଳସ 

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ବିରଳ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ସୋପାନରେ ବୁଧବାର ଶାନ୍ତିକୁଞ୍ଜ ହରିଦ୍ୱାର ଠାରୁ ପବିତ୍ର ଶକ୍ତି କଳସ ଆସି ପହଞ୍ଚିଛି । କାପସି ଛକଠାରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶକ୍ତି
Read More...