Daily Archives

ବନୁପାଲି ଅଙ୍ଗନଦୀ ଠାରୁ ସିଧାସଳଖ ଗୁଠୁର୍ଲାକୁ ଜଳଯୋଗାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଗୁଠୁର୍ଲା ଗ୍ରାମବାସୀ ଜଳଯୋଗାଣ ସମ୍ବନ୍ଧରେ ଲିଖିତ ଆକାରରେ ଏକ ଦାବୀପତ୍ର ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଠାରେ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବନୁପାଲି ଅଙ୍ଗନଦୀ ଠାରୁ ସଁପିଆ,
Read More...

ବେଲପଡ଼ା ଆଦିବାସୀ କର୍ମଚାରୀ ସଂଘ ତରଫରୁ କମଳ ବରିହାଙ୍କୁ ଆର୍ଥିକ ସହଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ମଣିଷ ଭିତରେ ରହିଛି ଅନେକ ସ୍ୱପ୍ନ । ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ ମନୋବଳ, ଇଚ୍ଛା ଶକ୍ତି ଓ ବାରମ୍ବାର ପରିଶ୍ରମ ହିଁ ମଣିଷର ସଫଳତାକୁ ଆଗକୁ ନେଇଥାଏ । କିନ୍ତୁ ଏମିତି ବି ଅଘଟଣ ଆସେ ଇଚ୍ଛା ଶକ୍ତି ଥାଇ ବି ମଣିଷର ଆଗରେ ହାର ମାନେ ଆର୍ଥିକ
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର

ତୁଷୁରା, (କେପିଏନ୍‌ଏସ୍‌) : ଫେସବୁକ୍ କଲାପଟା, ତୁଷୁରା ଆନୁକୂଲ୍ୟରେ ବୁଧବାର ଅପରାହ୍ନ ୫ଟା ସମୟରେ ଖର୍ଡାଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କବି ବରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଧନେଶ୍ୱର ଥନାପତି
Read More...

ଲରମ୍ଭା ସମବାୟ ସମିତି ବୈଠକରେ ଜଣେ ଚାଷୀଙ୍କୁ ସଭାପତି କରିବାକୁ ନିଷ୍ପତ୍ତି

-ସେବା ସମବାୟ ସମିତି ବେପାରୀମାନଙ୍କ କବଳରୁ ମୁକ୍ତି କରିବାକୁ ଚାଷୀ ମାହୋଲରେ ଉଦ୍‌ବେଗପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ସେବା ସମବାୟ ସମିତି ଅଧିନରେ ଥିବା ସମସ୍ତ ଗାଁ ଗୁଡ଼ିକର ତଥା ସମବାୟ ସମିତିର ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ
Read More...

ସମ୍ବଲପୁରୀ କପଡା ବଜାରକୁ ନୂତନ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ସର୍ବବୃହତ୍‌ ସମ୍ବଲପୁରୀ କପଡା ବଜାର ବରଗଡ଼ ଜିଲ୍ଲାର ବେହେରା ଠାରେ ପ୍ରତି ବୁଧବାର ଦିନ ବୁଣାକାରମାନଙ୍କର କିଣା ବିକା ଚାଲି ଥାଏ । ସପ୍ତାହିକ ବଜାରରେ ସମ୍ବଲପୁରୀ ଶାଢି ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ଏଠାରେ ମିଳିବା ସହ ବୁଣାକାର ନିଜ
Read More...

ଭିଜିଲାନ୍ସ ଜାଲରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଝାରବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧି କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ
Read More...

ସାଥୀ ତ୍ରିନାଥ ବେହେରାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ସାଥୀ ତ୍ରିନାଥ ବେହେରାଙ୍କ ଅକସ୍ମାତ୍ ବିୟୋଗରେ ରମ୍ଭା ସହର ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ମଙ୍ଗଳବାର ରାତି ପ୍ରାୟ ଦଶଟା ବେଳେ ନିଜ ବାରଣ୍ଡାରେ ବସିଥିବା
Read More...

ଚିକିଟି ରାଜବଂଶର ରାଣୀ ମନ୍ତ୍ରୀ ଉଷାଦେବୀଙ୍କୁ ଛତ୍ରପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁଜନତା ଦଳର ଟାଣୁଆ ନେତ୍ରୀ, ବିଜୁବାବୁଙ୍କ ଅନ୍ତରଙ୍ଗୀ ବନ୍ଧୁ ନୂତନ ଭାବେ ଦାୟିତ୍ତ୍ୱ ବହନ କରିଥିବା କ୍ୟାବିନେଟ ପାହ୍ୟା, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଉଷାଦେବୀଙ୍କୁ ଛତ୍ରପୁରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଞ୍ଜାମ
Read More...

ବାବାଙ୍କ ସାଇକେଲ

କୈଳାସ ଚନ୍ଦ୍ର ସାବତ ମୁଁ ଘର ସମ୍ମୁଖରେ କାରରୁ ସପରିବାର ପହଂଚିଲା ବେଳକୁ ବାହାରେ ଜମା ହେଇ ପଡିଛି ଘରର ମଇଳା, ଆବର୍ଜନା, ଅବ୍ୟବହୃତ ସାମାନ୍ । ମଝିଆ ଭାଇ ପ୍ରକାଶର ପୁଅ ବ୍ରତଘର ଆସନ୍ତା ସପ୍ତାହରେ । ଘର ସବୁ ସଫାସୁତୁରା, ଚୂନ ଦିଆ ଚାଲିଛି । ମିସ୍ତ୍ରୀମାନେ ହୋଲିରେ ରଙ୍ଗ ବୋଳି ହେଲା
Read More...

ଡୁମରପଦରରେ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଜରୁରୀକାଳୀନ ବୈଠକ

-ଖାଲି ପଦବୀ ପୂରଣ କରିବା ସହ ମୁନସୀ ଓ ଚପରାଶିଙ୍କ କାର୍ଯ୍ୟ ବୃଦ୍ଧି କରିବା ପାଇଁ ଦାବୀପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗିମୁଣ୍ଡା ରେଞ୍ଜର କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଏକ ଜରୁରୀକାଳୀନ ବୈଠକ ଡୁମେରପଦର ଗ୍ରାମର ପତ୍ରଫଡି ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...