Daily Archives

ଦେଓଗାଁ ଅଞ୍ଚଳରେ ଝଡ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସନ୍ଧ୍ୟାରେ ଦେଓଗାଁ ଅଞ୍ଚଳରେ ଝଡ ତୋଫାନ ହୋଇଥିବା ଦେଖିବାକୁ ମିଳିଥିଲା । ରାସ୍ତା କଡର ଗଛଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡି ପଡ଼ିଥିବା ଜାଣିବାକୁ ମିଳିଛି । ଏପରିକି ଗ୍ରାମାଞ୍ଚଳରେ ଡ୍ରେନ ସଫେଇ
Read More...

ଭାରତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପରିଷଦ (ଆଇଟିୟୁ)କୁ ପୁନଃ ନିର୍ବାଚିତ ହେବା ପାଇଁ କରିବ ପ୍ରତିଦ୍ୱନ୍ଦିତା

-ବେତାର ନିୟନ୍ତ୍ରଣ ବୋର୍ଡ (ଆର୍‌ଆର୍‌ବି)ର ସଦସ୍ୟ ପଦ ପାଇଁ ଭାରତର ଶ୍ରୀମତୀ ଏମ୍‌. ରେବତୀଙ୍କ ନାମ ପ୍ରସ୍ତାବିତ -ଭାରତ ଆଇଟିୟୁର ସ୍ୱପ୍ନ ଓ ଦୂରଦୃଷ୍ଟିକୁ ଭାଗିଦାର ଭାବେ ଗ୍ରହଣ କରେ, ବିଶ୍ୱକୁ ବାର୍ତ୍ତା ଦିଏ ଯେ ସମାଜ ସହିତ ଯୋଡି ହୋଇ ରହିଛି ଓ ଆଇସିଟିଏସ୍‌କୁ ୨୦୩୦ ସୁଦ୍ଧା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ସାଂସଦ ସଙ୍ଗିତାଙ୍କ କଡା ଚେତାବନୀ, ରୋଗୀ ଚିକିତ୍ସା ବାଧିତ ହେଲେ ରଦ୍ଦ…

୩ଜଣ ବଦଳରେ ମାତ୍ର ଜଣେ ଟେକନିସିଆନ୍‌ବିଭାଗର ସମସ୍ତ ଏସି ଦୁର୍ବଳହାତରେ ସଫା ହେଉଛି ଡାଇଲାଇଜରବ୍ୟବସ୍ଥା ସୁଧାରିବାକୁ ୧୦ ଦିନ ଦେଲେ ମହଲତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲର ଡାଏଲିସିସ୍‌ ଓ ଅଲ୍‌ଟ୍ରାସାଉଣ୍ଡ ବିଭାଗର ସାଂଘାତିକ ଅବସ୍ଥା ନେଇ ‘କୋଶଳ
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : 'ସ୍ୱାଧୀନତାର ଅମୃତ ମହୋତ୍ସବ' ଅବସରରେ ରାଜଭବନର ଅଭିଷେକ ହଲରେ କବିତାପାଠ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷୀକେଶ ମଲ୍ଲିକ ଯୋଗ ଦେଇ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୨ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

୭୦ ବର୍ଷୀୟ ବୃଦ୍ଧା ନିଖୋଜ

ବରଗଡ, (ନିରୋଜ କୁମାର ପାଣୀ) : ୭୦ ବର୍ଷୀୟ ବୃଦ୍ଧା ମନଭାଙ୍ଗି ମେହେର ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ ୨୯/୦୫/୨୦୨୨ତାରିଖ ରବିବାର ଦିନ ୧୧ ଟା ସମୟରେ ବରଗଡ ସ୍ଥିତ ତାଙ୍କ ଘରୁ କୁଆଡେ ଚାଲି ଯାଇଛନ୍ତି । ଘରୁ ଯିବା ସମୟରେ ସେ ସବୁଜ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପରିଧାନ
Read More...

ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ
Read More...

ରୋଟାରୀ ଇଲାଇଟର କନକ୍ଲେଭ ୨୦୨୨ ଅନୁଷ୍ଠିତ

ଛାତ୍ରଛାତ୍ରୀ ବିଶ୍ୱବଜାରର ସ୍ଥିତିକୁ ଆଖି ଆଗରେ ରଖି ପାଠପଢନ୍ତୁ - ଅସୀତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ବଲାଙ୍ଗିର ରୋଟାରୀ ଇଲାଇଟ ତରଫରୁ କନକ୍ଲେଭ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶା
Read More...

ହରିଶଙ୍କର ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚାଉଲବାଞ୍ଜିଠାରେ ସଚେତନତା କାର୍ଯ୍ୟକ୍ରମ ଓ ବନସୁରକ୍ଷା ସମିତିକୁ ଟେଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ
Read More...

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀମାନଙ୍କର ଗର୍ବ ଓ ଗୌରବ, ଆଦିବାସୀଙ୍କର ଯନ୍ତ୍ରଣା ବନ୍ଧୁ, ଖଟିଖିଆ, ମେହନତି, ଅବହେଳିତ, ଦଳିତ ଓ ନିଷ୍ପେସିତ ଲୋକଙ୍କ ସମସ୍ୟା ସମେତ ଖେତ ମଜଦୁର ଶ୍ରମିକମାନଙ୍କର ସମସ୍ୟାକୁ ଭଲ ଭାବରେ ଉପଲବ୍ଧି କରିଛନ୍ତି ଶ୍ରୀ ବିଶି ତଥା ପଶ୍ଚିମ ଓଡିଶା ଆଦିବାସୀ
Read More...