Daily Archives

ତୃତୀୟ ବାର୍ଷିକ ସାରସ୍ୱତ ମହାକୁମ୍ଭ ଓ ସତ୍ୟଭାମା ସ୍ମରଣୀକା ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ସତ୍ୟବାଦୀର ପ୍ରସିଦ୍ଧ ଶୈବକ୍ଷେତ୍ର ବରାଳ ନିବାସୀ ସୁସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ସ୍ଵର୍ଗୀୟା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ସ୍ଥାପିତ ସତ୍ୟଭାମା ସାରସ୍ଵତ ଅନୁଷ୍ଠାନର ୩ୟ ବାର୍ଷିକ
Read More...

ଏକ ବିକଶିତ ସମାଜର ଚିତ୍ରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏକ ସୁସ୍ଥ ସମାଜ ଆବଶ୍ୟକ ହୋଇଥାଏ । ସରକାରଙ୍କ ନୀତି ଆୟୋଗ ଦ୍ୱାରା ସାରା ଦେଶରେ ପାଳନ କରାଯାଉଥିବା ପୋଷଣ ଅଭିଯାନକୁ ଆଖି ଆଗରେ ରଖି ଏକ ସଚେତନତା ମୂଳକ ପଦକ୍ଷେପ ନେଇଥିଲା ବାସନ୍ତୀ କଲୋନୀ ସ୍ଥିତ
Read More...

ହାୱାଇ-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାୱାଇକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର । ଗୁରୁତର ମାନେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ମୁତାବକ ପାଟଣାଗଡ଼ ଥାନା
Read More...

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (ସସ୍ମିତା ପ୍ରଦାନ) : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି ମୋଟ ୧୦୩ ଲିଟର ବେଆଇନ ମହୁଲି ମଦ, ୪୧.୬୦୦ ଲିଟର ବିୟର, ସହିତ ୨ଟି ସ୍କୁଟି
Read More...

ବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଟିସିଏସ ୱା୍ଲଡ଼ ଟେନକେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ପୁରସ୍କୃତ ହୋଇଛନ୍ତି । ସେ ହେଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସମାଜସେବୀ ବଡ ଶତପଥୀଙ୍କ ଝିଅ ସଫ୍ଟୱେର ଇଞ୍ଜିନିୟର ଅଙ୍କିତା ଶତପଥି । ଟିସିଏସ ୱାର୍ଲଡ ଟେନକେ
Read More...

ନିଆଁ ଲାଗି ଜଳିଗଲା ୩ ବଖରା ଘର

ସାଲେପୁର : ଆକସ୍ମିକ ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି ଯାଇଛି । ସାଲେପୁର ବ୍ଲକ ଅନ୍ତର୍ଗତ ଧନୁପଡା ଗ୍ରାମର ବୈଷ୍ଣବ ଚରଣ ପାଢ଼ୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ିଯାଇଛି । ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଲା ବେଳକୁ
Read More...

ଦୁଇ ଦିନିଆ ଜାତୀୟ ସମ୍ପାନ ଉଦ୍‌ଯାପିତ

ବରଗଡ, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ଓ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁର ମିଳିତ ଆନୁକୂଲ୍ୟରେ "ମାନସିକ ସ୍ୱାସ୍ଥ୍ୟ ପ୍ରତି ବିଶ୍ୱ ଦୃଷ୍ଟି ମୂଲ୍ୟବୋଧ ଓ ଜୀବନ ଚର୍ଯ୍ୟରେ ଶିକ୍ଷାର ସମନ୍ମୟ" ଶୀର୍ଷକ ସମ୍ପାନ ସରକାରୀ ମହିଳା ମହାବିଦ୍ୟାଳୟ
Read More...

ରାଜ୍ୟ ସ୍ତରୀୟ ଶବର ସମାଜ ଚିନ୍ତନ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଏଆର ପେଲେସ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ଶବର ସମାଜର ଚିନ୍ତନ ବୈଠକ ହୋଇଯାଇଛି । ଆବାହକ ସତ୍ୟନାରାୟଣ ଭୋଇଙ୍କ ଆହ୍ୱାନ କ୍ରମେ ରାଜ୍ୟର ଅନେକ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସଭାପତି ଚିତ୍ତ ରଂଜନ ବନଗୁଳା,
Read More...

ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ତୃତୀୟ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ତୃତୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆର୍ନ୍ତଜାତିକ ମହିଳା କାବ୍ୟ ମଂଚର ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରାନ୍ତର ଅଧ୍ୟକ୍ଷା ଡକ୍ଟର କମଳପ୍ରଭା କପାନୀ ଯୋଗ ଦେଇଥିଲେ । ମହିଳା ମଂଚର
Read More...

ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରର କୋଏଲ ନଦୀର ବୈକୁଣ୍ଠ ଘାଟ ନିକଟରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଶନିବାର ସନ୍ଧ୍ୟାରେ ଜଣେ ୧୫ ବର୍ଷର ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମୃତ ଛାତ୍ର କୋଏଲ ନଗର ବି ବ୍ଲକର ସତ୍ୟଜିତ ବେହେରା ।
Read More...