Daily Archives

ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଘଟାଇଥିବା ବର୍ବରକାଣ୍ଡ ପାଇଁ ଆଜି ସାରା ଦେଶବାସୀଙ୍କ ଆଖିରେ ଲୁହ ବାହାରୁଛି । ଅଯଥାରେ ହିନ୍ଦୁ ବୋଲି ଜାଣିବା ପରେ ୨୬ ଜଣଙ୍କୁ ନିର୍ମମ ଭାବେ ଗୁଳି ମାରି ପରିବାର ବର୍ଗଙ୍କ ସମ୍ମୁଖରରେ ଜୀବନରେ ମାରି ଦେବା
Read More...

ମୁରିବାହାଲ ଥାନାରେ ଅଟକ ନାବାଳିକା ଅପହରଣକାରୀଙ୍କ କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତରୟ

ଅଭିଯୁକ୍ତ ଦମ୍ପତି ଗିରଫ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବା ଏକ ଦମ୍ପତିକୁ ପରିବାର ଲୋକେ ଧରି ପୁଲିସର ଜିମା ଦେଇଥିବା ବେଳେ ଅଟକ ସ୍ଵାମୀଙ୍କ ଦ୍ଵାରା କାଠ
Read More...

ଆସନ୍ତାକାଲି ବିହାରରେ ଆୟୋଜିତ ହେବ ଜାତୀୟ ପଞ୍ଚାୟତିରାଜ ଦିବସ

ସ୍ୱତନ୍ତ୍ର ବର୍ଗରେ ଦିଆଯିବ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ଜଳବାୟୁ ପ୍ରଶମନ ପଦକ୍ଷେପ ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ପ୍ରୟାସ ପାଇଁ ପ୍ରଥମ ଥର ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରିବ ପଞ୍ଚାୟତିରାଜ ମନ୍ତ୍ରଣାଳୟଆତ୍ମନିଭର ପଞ୍ଚାୟତ ବର୍ଗରେ ଦ୍ୱିତୀୟ ପୁରସ୍କାର ପାଇବ ମୟୂରଭଞ୍ଜ ଜିଲ୍ଲାର
Read More...

ୱେଭ୍ସ ୨୦୨୫ରେ ଉନ୍ମୋଚିତ ହେବ ଭାରତ ପାଭିଲିୟନ୍

ଭାରତର ସାଂସ୍କୃତିକ ଉତ୍କର୍ଷତା ଏବଂ ମିଡିଆ ବିକାଶର ଏକ ଯାତ୍ରା ପ୍ରଦର୍ଶିତ ହେବ ମୁମ୍ବାଇ, (ପିଆଇବି) : ମୁମ୍ବାଇରେ ୱାର୍ଲଡ୍ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ -ୱେଭ୍ସ ୨୦୨୫ ପାଇଁ ବିଶ୍ୱ ଏକତ୍ରିତ ହେଉଥିବା ବେଳେ ଭାରତ ଗର୍ବର ସହ ଭାରତ ପାଭିଲିୟନ୍‌କୁ ଉନ୍ମୋଚନ କରିବ,
Read More...

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ

ବରଗଡ, (ମୁନ୍ନା ସାହୁ) : ପଶ୍ଚିମବଙ୍ଗ ମୁରସିଦାବାଦରେ ମମତା ବାନାର୍ଜୀ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ହିନ୍ଦୁମାନଙ୍କ ଉପରେ କରୁଥିବା ଅତ୍ୟାଚାର ଓ ହିନ୍ଦୁ ମହିଳାମାନଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ବୁଧବାର ବରଗଡ଼ ସହର ସ୍ଥିତ ଗାନ୍ଧିଛକରେ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ
Read More...

‘ୱାନ୍ ନେସନ-ୱାନ୍ ଇଲେକ୍ସନ’ କର୍ମଶାଳାରେ ଯୁବବର୍ଗଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

‘ଗୋଟିଏ ରାଷ୍ଟ୍ର - ଗୋଟିଏ ନିର୍ବାଚନ’ ଦେଶକୁ ନୂଆ ଦିଶା ଦେଖାଇବ - ଧର୍ମେନ୍ଦ୍ର ପ୍ରଧାନକିଛି ବି ବଡ ରାଜନୈତିକ ନିଷ୍ପତିକୁ ନିର୍ଣ୍ଣାୟକ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନୀତି, ଯୋଜନା, ରାଜନୀତି ଏବଂ ସବୁଠୁ ମହତ୍ୱପୂର୍ଣ୍ଣ – ଜନଭାଗିଦାରୀ ଆବଶ୍ୟକସମ୍ବିଧାନର କଥା କହୁଥିବା ଲୋକମାନେ
Read More...

ସଡ଼କ ସୁରକ୍ଷା ସଚେତନତା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁରକ୍ଷିତ ଯାତ୍ରା’ର ଶୁଭାରମ୍ଭ

ଦେଶର ୩୦ କୋଟି ଶିଶୁ ଏବଂ ଯୁବବର୍ଗଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରିବା ଶିକ୍ଷା ବିଭାଗର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା ଏବଂ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ‘ସୁରକ୍ଷିତ
Read More...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ପ୍ରତିକୂଳ ପ୍ରଭାବରୁ କର୍ମଜୀବୀ ଏବଂ ଶ୍ରମିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରଭାବଶାଳୀ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କର୍ମଜୀବୀ ଏବଂ ଶ୍ରମିକମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ସୁରକ୍ଷା ଦେବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ
Read More...

ତମାଖୁ ଚାଷୀଙ୍କୁ ଆଶ୍ୱସ୍ତି : ଚାଷୀ ପଞ୍ଜୀକରଣ ଏବଂ ବାର୍ଣ୍ଣ ଲାଇସେନ୍ସ ପାଇଁ ବୈଧତା ୩ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର

● ଓଡ଼ିଶା ସମେତ ୪ ରାଜ୍ୟର ଚାଷୀ ହେବେ ଉପକୃତ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ଭର୍ଜିନିଆ ତମାଖୁ ଚାଷୀଙ୍କ ପାଇଁ ପଞ୍ଜୀକରଣ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସର ଅବଧିକୁ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ପୂର୍ବରୁ ଏହାକୁ ପ୍ରତି ଏକ ବର୍ଷରେ ଥରେ ନବୀକରଣ କରିବାକୁ ପଡ଼ୁଥିଲା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ନୂତନ ରେକର୍ଡ

● ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ, ଖଦି ଓ ଗ୍ରାମୋଦ୍ୟୋଗର କାରବାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଅତିକ୍ରମ କଲା● ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜାରି କଲେ ଅସ୍ଥାୟୀ ତଥ୍ୟ● ଗତ ୧୧ ବର୍ଷ ମଧ୍ୟରେ, ଉତ୍ପାଦନ ୩୪୭%
Read More...