Daily Archives

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ

● ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ● ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ:
Read More...

ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ପାରସ୍ୟ କ୍ଷେତ୍ରରେ ବାଣିଜ୍ୟ ଜାହାଜ ଆକ୍ରମଣ ଉପରେ ସରକାରଙ୍କ ଚିନ୍ତା ପ୍ରକାଶଏମ୍‌ଟି ଜଳବୀରରେ ଥିବା ସମସ୍ତ ୨୦ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତଏମ୍‌ଟି ସେଟ୍ଟେବେଲୋ ଘଟଣା : ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତାଦେଶରେ ସମସ୍ତ ପ୍ରମୁଖ ସାରରେ
Read More...

୧୨ ବର୍ଷରେ ୧୧ କୋଟିରୁ ଅଧିକ ନାଗରିକଙ୍କ ସଶକ୍ତୀକରଣ; ସାମାଜିକ ନ୍ୟାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସାମାଜିକ ନ୍ୟାୟ କ୍ଷେତ୍ରରେ ୭୧ ହଜାର କୋଟି ଟଙ୍କାରୁ ଅଧିକ ସହାୟତାମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ବିଭିନ୍ନ ଯୋଜନାର ରୂପାନ୍ତରଣ; ବଞ୍ଚିତ ବର୍ଗଙ୍କ ପାଇଁ ସୁଦୃଢ଼ ସହାୟତା ବ୍ୟବସ୍ଥା ନୂଆଦିଲ୍ଲୀ, (ପିଆଇବି) : ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ
Read More...

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଲୋକାର୍ପିତ : ପ୍ରସାରଣ ସେବାକୁ ମିଳିବ ନୂଆ ଗତି

ଡିଜିଟାଲ୍ ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖିବାକୁ ସ୍ଥାନୀୟ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଆବଶ୍ୟକ : ଅଶ୍ୱିନୀ ବୈଷ୍ଣବସୀମାନ୍ତ ଅଞ୍ଚଳରେ ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ଼ କରିବ ନୂଆ ଏଫ୍ଏମ୍ କେନ୍ଦ୍ର; ‘କାଶ୍ମୀରରୁ କଚ୍ଛ’ ସଂଯୋଗକୁ ମିଳିବ ଗତି ନୂଆଦିଲ୍ଲୀ, (ପିଆଇବି) :
Read More...

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

ଭୁବନେଶ୍ୱର, (ପିଆଇବି) : ରାଜ୍ୟକୁ ଏବେ ମୌସୁମୀ ଆସିବାର ସମୟ। ଏହି ସମୟରେ ବର୍ଷାଜଳ ଅମଳ କରି ଭୂତଳ ଜଳସ୍ତରକୁ ବଢ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଯାଜପୁରରେ ସ୍କୁଲ ଛାତ ହେଉ ବା କଟକରେ ବିଭିନ୍ନ ଗାଁର ପୋଖରୀ ଏବଂ ଗଞ୍ଜାମରେ ଅନେକ ରିଚାର୍ଜ କୂଅ
Read More...