Daily Archives

“ପଦ୍ମାଳୟା ସାଂସ୍କୃତିକ ଟ୍ରଷ୍ଟ” ପକ୍ଷରୁ ସାଂସ୍କୃତିକ ମହୋତ୍ସବ-୨୦୨୬ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସେକ୍ଟର -୧୯ ସ୍ଥିତ ସିଭିକ ସେଣ୍ଟର ଠାରେ "ପଦ୍ମାଳୟା ସାଂସ୍କୃତିକ ଟ୍ରଷ୍ଟ"ର ମେଗା ଉତ୍ସବ" ସାଂସ୍କୃତିକ ମହୋତ୍ସବ -୨୦୨୬" ବଡ଼ ଧୂମଧାମରେ ପାଳନ କରାଗଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି ବିଭୁ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା
Read More...

ଆଗଲପୁର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବିଜେପି ଦଳ ମଣ୍ଡଳ ସଭାପତି ହିମାଂଶୁ ସାହୁଙ୍କ ତତ୍ତ୍ଵାବଧାନରେ ଆଗଲପୁର କଲ୍ୟାଣ ମଣ୍ଡପ ଠାରେ, ଏକସଭା ଆୟୋଜିତ ହୋଇଥିଲା । ପାଣ୍ଡବ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମଣ୍ଡଳ ପଦାଧିକାରୀ ଏବଂ ଶକ୍ତିକେନ୍ଦ୍ର ପ୍ରଭାରୀ
Read More...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡାର ନୂତନ ଭବନର ଶିଳାନ୍ୟାସ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମଲମୁଣ୍ଡାର ନୂତନ ବିଦ୍ୟାଳୟ ଭବନର ଶିଳାନ୍ୟାସ ଉତ୍ସବ ବହୁ ଉତ୍ସାହ ଓ ଜନସହଭାଗିତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ
Read More...