Daily Archives

ଧାନକଟା ମେସିନରେ ଚାଲିଥିଲା ନିଶା କାରବାର : ବିପୁଳ ପରିମାଣର କୋରେକ୍ସ କଫ୍ ସିରପ୍ ସହ ହାର୍ଭେଷ୍ଟର ଜବତ, ୨ ଗିରଫ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କୋରେକ୍ସ କଫ୍ ସିରପ୍‌ର ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବାରେ ଅବକାରୀ ବିଭାଗ ଓ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଅତାବିରା
Read More...

ରାଣୀପୁର ଝରିଆଲ ଯୋଗିନୀ ପୀଠରେ ଜାତୀୟ ପତାକାର ଅପମାନ : ପ୍ରଶାସନର ନୀରବତାକୁ ନେଇ କ୍ଷୋଭ

ଆନ୍ଦୋଳନର ଚେତାବନୀ ବଲାଙ୍ଗିର/ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଜାତୀୟ ପତାକା ତ୍ରିରଙ୍ଗାର ଅପମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନ ହେବ ପୀଠରେ ଲାଗିଥିବା ଜାତୀୟ
Read More...

ପ୍ରଫେସର ଅବନୀ ବରାଳଙ୍କ ୯୨ ତମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ପୁରୋଧା, ବିଶ୍ୱ ଶିକ୍ଷକ ମହାସଂଘର ପ୍ରାକ୍ତନ ଉପସଭାପତି ତଥା ସାରସ୍ୱତ ସାଧକ ଦିବଂଗତ ପ୍ରଫେସର ଅବନୀ ବରାଳଙ୍କ ୯୨ତମ ଜନ୍ମଦିନ ଉପଲକ୍ଷେ ଜୁନ ୩ ତାରିଖରେ ସ୍ଥାନୀୟ ଶିକ୍ଷକ ଭବନ ଶାନ୍ତିନଗର ପଦ୍ମପୁର ଠାରେ ଓଡିଶା
Read More...

ବିହାରର ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍‌ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍‌ର ମଞ୍ଜୁରୀ

ବିଓଟି (ଟୋଲ୍) ମୋଡ୍ରେ ୩,୯୩୬.୦୫ କୋଟି ଟଙ୍କା ବ୍ୟୟରେ ୧୪୩.୫୨୯ କିମି ଜାତୀୟ ରାଜପଥ ଉନ୍ନତୀକରଣକୁ କ୍ୟାବିନେଟ୍‌ର ଅନୁମୋଦନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (ସିସିଇଏ) ଆଜି
Read More...