Daily Archives

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପେଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି କାରରେ
Read More...

ଥାନା ସମ୍ମୁଖରେ ଥିବା ହସ୍ପିଟାଲ୍ ମିଟିଂ ହଲ୍‌ରୁ ଏସି ଚୋରି : ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲେ ଦୁର୍ବୃତ୍ତ

ଜୟପାଟଣା, (ଶେଷଦେବ ବେହେରା) : ପୋଲିସ ଆଖିରେ ଧୂଳି ଦେଇ ଜୟପାଟଣା ଥାନା ଠିକ୍ ସମ୍ମୁଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ବଡ଼ ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ମିଟିଂ ହଲ୍‌ରେ ଲାଗିଥିବା ଏୟାର କଣ୍ଡିସନର ମଧ୍ୟରୁ ଗୋଟିଏ ଏସିର ଆଉଟଡୋର
Read More...

ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସଷ୍ଟାଣ୍ଡ

ଯାତ୍ରୀଙ୍କ ପାଇଁ ସ୍ଥାୟୀ ବିଶ୍ରାମଗାର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅବ୍ୟବସ୍ଥା ଘେରରେ ଥିବା ସୋନପୁର ସହରର ବର୍ତ୍ତମାନ ଅସ୍ଥାୟୀ ଭାବରେ ଚାଲିଥିବା ବସଷ୍ଟାଣ୍ଡକୁ ସୁବର୍ଣ୍ଣପୁର ଜିଲ୍ଲପାଳ ଡ଼. ନୃପରାଜ ସାହୁ ଅଚାନକ ପରିଦର୍ଶନ
Read More...

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମତ ବିନିମୟ କଲେକୁଏତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆକ୍ରମଣ ପାଇଁ ଭାରତର ନିନ୍ଦାକୁ ପୁନଃ ଦୋହରାଇଲେ ପ୍ରଧାନମନ୍ତ୍ରୀଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀକୁଏତରେ ଭାରତୀୟ ସମ୍ପ୍ରଦାୟର
Read More...

ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଉଥିବାରୁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ଦିନର ପୂର୍ବ ସନ୍ଧ୍ୟାରେ ବିଶ୍ୱ ନେତାମାନଙ୍କଠାରୁ ତାଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳିଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରମୁଖ ନେତାମାନେ
Read More...