Daily Archives

ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଡାକ୍ତର, କ୍ରୀଡ଼ାବିତ, ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର
Read More...

ଛତ୍ରପୁର ଠାକୁରାଣୀ ଯାତ୍ରାର ଗୁରୁବାର ଶେଷ ଘଟଯାତ୍ରା ଭାବେ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତବତ୍ସଳା ଲୀଳାମୟୀ ମା' ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇ ଗୁରୁବାର ଶେଷ ଦିନର ଘଟଯାତ୍ରାର ପରିସମାପ୍ତି ଘଟିଛି । ବୁଧବାର ସନ୍ଧ୍ୟା ବେଳେ ରିକାପଲ୍ଲୀ ଅଭିମୁଖେ ଦେବୀଙ୍କ ଘଟଯାତ୍ରା ବାହାରିଥିଲା ।
Read More...

ବରିଷ୍ଠ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ପୃଷ୍ଠପୋଷକତାରେ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାସାଧିକ ଦିନ ଧରି ସମାହିତ ହୋଇ ଆସୁଥିବା ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାର ୨୯ ତମ ଦିବସର ଘଟଯାତ୍ରା ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ (ପୂର୍ବ) କମିଟି ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ ପୃଷ୍ଠପୋଷକତା କରିଥିଲେ । ସେହିଦିନର ଘଟଯାତ୍ରା
Read More...

୫ ଜୁନରେ ସୁରଟ ଏବଂ ଦାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେପ୍ରଧାନମନ୍ତ୍ରୀ ୮ ଲେନ୍ ପ୍ରବେଶ ନିୟନ୍ତ୍ରିତ ଭଦୋଦରା-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରମୁଖ ପ୍ୟାକେଜ ଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ
Read More...

ଆଇଜିଆଇଟି ସରାଙ୍ଗକୁ ‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ଦେବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭିସୁଟ ଓ ଓୟୁଟିଆର ଭଳି ଆଇଜିଆଇଟି ସରାଙ୍ଗକୁ ମଧ୍ୟ ସମାନ ଭାବେ ଅପଗ୍ରେଡ୍ କରିବା ପାଇଁ ଦେଲେ ପ୍ରସ୍ତାବ୧୯୮୨ରେ ପ୍ରତିଷ୍ଠିତ ଆଇଜିଆଇଟି ସରାଙ୍ଗ ୟୁଜିସି ଦ୍ୱାରା ସ୍ଵୟଂଶାସିତ ଏବଂ ଏଆଇସିଟିଇ ଓ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତଏଠାରେ ପିଏଚ.ଡି, ଏମ.ଟେକ, ବି.ଟେକ ଓ ଡିପ୍ଲୋମା ଭଳି
Read More...

ଏନ୍ସିଇଆର୍ଟିର ସିଇଇ-୨୦୨୬ ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ପକ୍ଷରୁ ଆୟୋଜିତ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୭ ଜୁନ୍ ୨୦୨୬ ରାତି
Read More...

ଟିକ୍ରାପଡା ଶୀତଳ ଷଷ୍ଠୀ ମହୋତ୍ସବର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଠାରେ ଆସନ୍ତା ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ ପାଇଁ ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କୁ ସଭାପତି, ବିକାଶ ସାଙ୍କୁ ସଂପାଦକ ଓ ରାଜେଶ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ
Read More...