ଦୁବାଇରେ ସ୍ତ୍ରୀକୁ ବନ୍ଧା କଲା ସ୍ୱାମୀ ଘଟଣା :୧୦ ବର୍ଷ ପରେ ନିଜ ଗାଁକୁ ଫେରିବେ ମହିଳା ହସ୍ତା
ଟିଟିଲାଗଡ, (କେପିଏନ୍ଏସ୍) : ୧୦ ବର୍ଷ ପରେ ଗାଁକୁ ଫେରିବେ ଦୁବାଇରେ ବନ୍ଧା ମହିଳା । ସୂଚନା ମୁତାବକ ଟିଟିଲାଗଡ ଥାନା ଜଗୁଆ ଗାଁର ହସ୍ତା ମହାନନ୍ଦ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦକୁ ପ୍ରେମ ବିବାହ କରିଥିଲେ । ଘରୁ ପଳାଇ ମୁମ୍ବାଇରେ ରହି ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିଲେ ।!-->…
Read More...
Read More...