Daily Archives

ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ଟିଟିଲାଗଡ଼ ବିଧାୟକଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବର୍ତ୍ତମାନ ସାରା ରାଜ୍ୟରେ ଅନୁଦାନ ସମ୍ପର୍କରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ
Read More...

ଗଂଜେଇ ଚାଲାଣକାରୀଙ୍କୁ ଗିରଫ କଲା ବରଗଡ଼ ପୋଲିସ

ବରଗଡ, (ମୁନ୍ନା ସାହୁ) : ଅନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କଲା ବରଗଡ଼ ପୋଲିସ । ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ୧୩୧ କେଜି ଗଂଜେଇ ସହ ଦୁଇଜଣ ଅନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଗ୍ରାମାଞ୍ଚଳ ଥାନା
Read More...

କେନ୍ଦ୍ରୀୟ ଶ୍ରମ କର୍ତ୍ତୃପକ୍ଷଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସରେ ଧର୍ମଘଟର ହେଲା ସମାଧାନ

ଭୁବନେଶ୍ୱର, (ପିଆଇବି) : ବକେୟା ଦରମା ବାବଦରେ ୧.୮ କୋଟି ଟଙ୍କା ପାଇଲେ ୩୮୭ ଚୁକ୍ତିଭିତ୍ତିକ କର୍ମଚାରୀକେନ୍ଦ୍ର ସରକାରଙ୍କ ଶ୍ରମ କର୍ତ୍ତୃପକ୍ଷଙ୍କ ତ୍ୱରିତ ହସ୍ତକ୍ଷେପ ଫଳରେ ଭୁବନେଶ୍ୱର ଏମ୍ସରେ ୩୮୭ଟି ଚୁକ୍ତିଭିତ୍ତିକ ସୁରକ୍ଷା କର୍ମୀଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ମିଳିଛି । ଫଳରେ
Read More...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରନ ଏବଂ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣରେ ମୁଁ ୧୩ରୁ ୧୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସ୍ଲୋଭାକ ଗସ୍ତ କରିବି । ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର
Read More...

ମଧ୍ୟପ୍ରଦେଶର ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ : ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବକମାନଙ୍କ ସଶକ୍ତୀକରଣ ବିଷୟ ଉପରେ ଆଲୋଚନା କଲେପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ସଫଳ ୧୨ ବର୍ଷ ନେଇ ସାମ୍ବାଦିକଙ୍କ ସହ କଲେ ଆଲୋଚନା‘ଆତ୍ମନିର୍ଭର ମହିଳା ସମ୍ମାନ’ କାର୍ଯ୍ୟକ୍ରମରେ ଯୋଗଦେଇ ଲକ୍ଷପତି
Read More...

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

କନ୍ୟା ଶିଶୁଙ୍କ ଅଧିକାର, ଶିକ୍ଷା ଓ ସମ୍ମାନ ପାଇଁ ଦେଶବ୍ୟାପୀ ଜନଆନ୍ଦୋଳନ ସାଜିଛି ‘ବେଟି ବଚାଓ, ବେଟି ପଢାଓ’ଜନ୍ମ ସମୟରେ ଯତ୍ନ ଶିଶୁର ଜୀବନ ଏବଂ ମା'ର ସ୍ୱାସ୍ଥ୍ୟ ପାଇଁ ମୂଳଦୁଆ ସ୍ଥାପନ କରେ। ବର୍ଷ ବର୍ଷ ଧରି, ଭାରତ ସ୍ୱାସ୍ଥ୍ୟସେବା, ପୁଷ୍ଟିକର ସହାୟତା ଏବଂ ସଂସ୍ଥାଗତ ପ୍ରସବ
Read More...

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଇଣ୍ଡିଆ ଏଆଇ ମିଶନର ବଡ଼ ପଦକ୍ଷେପ; ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ…

୫୦ ପଦକ୍ଷେପ ବଦଳରେ ମାତ୍ର ୪ ପଦକ୍ଷେପରେ ଭିଡିଓ ନିର୍ମାଣ; ‘ଭାର୍ୟା’ ଏଆଇର ବଡ଼ ଦାବିଟେକ୍ସଟ୍ରୁ ଭିଡିଓ ସୃଷ୍ଟିକୁ ସହଜ କରିବ ‘ଭାର୍ୟା’; ଜନସଂଖ୍ୟା ସ୍ତରରେ ଏଆଇ ସେବା ପହଞ୍ଚାଇବାର ଲକ୍ଷ୍ୟକୃତ୍ରିମ ବୁଦ୍ଧିମତ୍ତା ଆଧାରିତ କମ୍ପାନି ଅବତାର ପକ୍ଷରୁ ସ୍ବଦେଶୀ ଜ୍ଞାନ କୌଶଳରେ ‘ଭାର୍ୟା’
Read More...

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

‘ଭାରତ ଇନୋଭେଟ୍ସ’ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ ଭାରତର ଇନୋଭେସନ ଶକ୍ତି -ଧର୍ମେନ୍ଦ୍ର ପ୍ରଧାନଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବ ‘ଭାରତ ଇନୋଭେଟ୍ସ’ର ଆନ୍ତର୍ଜାତୀୟ ପ୍ରଦର୍ଶନୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ
Read More...

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ : ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ବର୍ଷ ୨୦୨୬ ନିମନ୍ତେ "ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ" ରେଭେନ୍ୟୁ ଡାକ ବଙ୍ଗଳା ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟ ଅତିଥି
Read More...