Daily Archives

ବାଲିଗୁଡା ଏନଏସିର ୧୫ ତମ କାଉନସିଲ ବୈଠକ : ସ୍ୱଚ୍ଛତା ପରିମଳ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୧୫ ତମ ସ୍ୱତନ୍ତ୍ର କାଉନସିଲ ବୈଠକ ଶୁକ୍ରବାର ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷ ସମେତ ଉପାଧ୍ୟକ୍ଷା
Read More...

ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ…

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ବାଲିଗୁଡ଼ା ଏନ୍ଏସିରେ
Read More...

ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରୋତ୍ ବଜାରରେ ଦହିପାଣି ବଣ୍ଟନ

​ଆଗଲପୁର, (ସୁଶିଲ କୁମାର ମିଶ୍ର) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ 'ବିଙ୍ଗହ୍ୟୁମାନ ଫାଉଣ୍ଡେସନ'ର ଆଗଲପୁର ଶାଖା ପକ୍ଷରୁ ଏକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋତ୍ ସାପ୍ତାହିକ ବଜାରରେ ଫାଉଣ୍ଡେସନ ପକ୍ଷରୁ ପଥଚାରୀ ଓ ବ୍ୟବସାୟୀଙ୍କ ପାଇଁ
Read More...

କଂଗ୍ରେସ ପକ୍ଷରୁ କପା ଚାଷୀ ସଂଗଠନ ଗଠନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସର୍କିଟ ହାଉସ ଠାରେ କପା ଚାଷୀଙ୍କୁ ନେଇ କଂଗ୍ରେସର ବଡ ବୈଠକ । ୭ ଗୋଟି ଜିଲ୍ଲାର କପା ଚାଷୀଙ୍କୁ ନେଇ ଗଠିତ ହେଲା କପା ଚାଷୀ ସଙ୍ଗଠନ । ଆଗାମୀ ଦିନରେ କପା ଚାଷୀଙ୍କ ପାଇଁ କରିବ ସଂଗ୍ରାମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ
Read More...

ଏନଟିଏର ଡିଜିଙ୍କ ସହ ନିଟ୍‌ ପୁନଃପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କ୍ୟାବିନେଟ ସଚିବ ଡକ୍ଟର ଟି. ଭି. ସୋମନାଥନ

ପୁନଃପରୀକ୍ଷା ଆୟୋଜନରେ ନିରପେକ୍ଷତା ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରାଯିବଏଥିରେ କୌଣସି ପ୍ରକାର ବାଧା ସୃଷ୍ଟି କିମ୍ବା ଜାଲିଆତି ଅଥବା ସମସ୍ୟା ଉତ୍ପନ୍ନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦେଲେ କ୍ୟାବିନେଟ ସଚିବ ନୂଆଦିଲ୍ଲୀ, (ପିଆଇବି)
Read More...

ଇଣ୍ଡିଆ ଏଆଇ ମିଶନ୍‌ର ବଡ଼ ପଦକ୍ଷେପ : ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ ‘ଭାର୍ୟା’ ଏଆଇ ଲଞ୍ଚ

୫୦ ପଦକ୍ଷେପ ବଦଳରେ ମାତ୍ର ୪ ପଦକ୍ଷେପରେ ଭିଡିଓ ନିର୍ମାଣ : ‘ଭାର୍ୟା’ ଏଆଇର ବଡ଼ ଦାବିଟେକ୍ସଟ୍‌ରୁ ଭିଡିଓ ସୃଷ୍ଟିକୁ ସହଜ କରିବ ‘ଭାର୍ୟା’ : ଜନସଂଖ୍ୟା ସ୍ତରରେ ଏଆଇ ସେବା ପହଞ୍ଚାଇବାର ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କମ୍ପାନି ଅବତାର ପକ୍ଷରୁ
Read More...

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

ଭାରତ ଇନୋଭେଟ୍ସ’ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ ଭାରତର ଇନୋଭେସନ ଶକ୍ତି -ଧର୍ମେନ୍ଦ୍ର ପ୍ରଧାନଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବ ‘ଭାରତ ଇନୋଭେଟ୍ସ’ର ଆନ୍ତର୍ଜାତୀୟ ପ୍ରଦର୍ଶନୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ
Read More...