Daily Archives

ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଦ୍ୱାରସେନୀ ମନ୍ଦିର ପଡା

କଂକ୍ରିଟ ରାସ୍ତା ଓ ଷ୍ଟ୍ରିଟ ଲାଇଟ ସାତସପନଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ
Read More...

ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା । ସହରର ସ୍ମାର୍ଟ ପାର୍କ ନିକଟସ୍ଥ ବାଇପାସ ରାସ୍ତାରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏକ ସମ୍ବଲପୁର ନମ୍ବର
Read More...

ରାଣୀପୁର ଝରିଆଲ ପୀଠରେ ନୂତନ ଜାତୀୟ ପତାକା : ପ୍ରଶାସନିକ ପଦକ୍ଷେପକୁ ସାଧୁବାଦ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଯୁବ ଆଦିବାସୀ ନେତା ତଥା କୋଶଳ
Read More...

କୋଶଲି ସାହିତ୍ୟ ଆସର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଲି ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ "ଗାଆଁ ଗାଆଁରେ କୋଶଲି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତୀଘାଟ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ ।
Read More...

ପ୍ରଥମ ଅନନ୍ତ ସାହୁ ସ୍ମାରକୀ ସର୍କିଲ କ୍ରିକେଟ ପ୍ରତିଯୋଗିତା

ମୁରସିଂହ, ବାଦିଗୋର୍, ବିରାଟକାନୀ ଓ ଦେଓଗାଁ ପ୍ରିନ୍ସ ଫାଇଟର ସେମିରେ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ ଓକିଲ ତଥା ସମାଜସେବୀ ଅନନ୍ତ ସାହୁଙ୍କ ସ୍ମୃତିରେ ରାତ୍ରିକାଳୀନ ପ୍ରଥମ ବର୍ଷ ସର୍କିଲ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନରୁ ଆରମ୍ଭ ହୋଇଯାଇଛି । ଏହି
Read More...