Daily Archives

ଲୋଇସିଂହାରେ ଆଇନଜୀବୀ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘ ତରଫରୁ ସ୍ଥାନୀୟ ସମ୍ମିଳନୀ କକ୍ଷ ପରିସରରେ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଷଡ଼ଙ୍ଗୀ, ସମ୍ପାଦକ
Read More...

ମୁରିବାହାଲ ବାର ଆସୋସିଏସନ୍ ପକ୍ଷରୁ ମଧୁବାବୁ ଜୟନ୍ତୀ ଓ ଓକିଲ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବାର ଆସୋସିଏସନ୍ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମଜୟନ୍ତୀ ତଥା ଓକିଲ ଦିବସ ସୋମବାର ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଅବସରରେ ବାର ଆସୋସିଏସନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କ ତରଫରୁ
Read More...

ଉଲୁଣ୍ଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର
Read More...

ତିନି ବର୍ଷ ହେବ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ହୋଇନି : ପାଣି ପାଇଁ ହନ୍ତସନ୍ତ ଟଙ୍କପାଣି ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ସଦର ଟଙ୍କପାଣି ଗ୍ରାମର ଏକମାତ୍ର ବ୍ୟବହାର ଯୋଗ୍ୟ ଜାମମୁଡ଼ା ପୋଖରୀରେ ପାଣି ଶୁଷ୍କ ହୋଇ ପଡିରହିଥିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Read More...

ଡେଙ୍ଗପଦର ଗ୍ରାମରେ ବିଷାକ୍ତ ନାଗ ସାପ କାମୁଡ଼ାରେ ମହିଳାଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନିକଟସ୍ଥ ଡେଙ୍ଗପଦର ଗ୍ରାମର ବିଳାସ ନାଗ(୫୨)ନାମକ ଜଣେ ମହିଳାଙ୍କ ବିଷାକ୍ତ ନାଗ ସାପ କାମୁଡ଼ାରେ ଅକାଳ ବିୟୋଗ ଘଟିଛି । ଡେଙ୍ଗପଦର ଗ୍ରାମର ଦୁର୍ଯ୍ୟୋଧନ ନାଗଙ୍କ ସ୍ତ୍ରୀ
Read More...

ବରଗଡ଼ ପୁରୁଣା ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ବରଗଡ଼ ନାଗରିକ ମଞ୍ଚ

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ହସ୍ପିଟାଲ ତଥା ସିଏଚ୍‌ସିରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ବରଗଡ଼ ନାଗରିକ ମଞ୍ଚ । ଏହି ହସ୍ପିଟାଲରେ ସେଲାଇନ ଷ୍ଟାଣ୍ଡ ନଥିବାରୁ ରୋଗୀଙ୍କ
Read More...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (ଖୁସିରାନି ସାହୁ) : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ ପାଣି ମିଳୁନି ବୋଲି ଅଭିଯୋଗ ଆଣିଥିଲେ । ପ୍ରଶାସନ ପାଣି ସମସ୍ୟା ଦୂର କରି ପାରୁନ ଥିବା
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣର ନିର୍ଦୋଷରେ ଶିକାର ହୋଇଥିବା ଲୋକ ମାନଙ୍କ ସ୍ମୃତିରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ଦୀପ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୭:୩୦ଟାରେ ବଲାଙ୍ଗିର ଜିଲ୍ଲା ଚିକିତ୍ସାଳୟ କ୍ୟାମ୍ପସରେ ଏକ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଅଗ୍ରଣୀ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ଫଲଗାମ ଆତଙ୍କବାଦୀ ଆକ୍ରମଣର ନିର୍ଦୋଷ ପ୍ରାଣ ହରାଇଥିବା ବ୍ୟକ୍ତି
Read More...

ନିଜକୁ ପୋଲିସ କହି ଅଜଣା ଲୋକଙ୍କଠୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲା ପେଶାଦାର ଅପରାଧୀ ମୁକୁନ୍ଦ ବାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୋଲିସ ପୋଷାକ ପିନ୍ଧି ଲୋକଙ୍କୁ ଲୁଟୁଥିବା ଦୁର୍ବୃତ୍ତ ଗିରଫ । କେସିଙ୍ଗା ଅଞ୍ଚଳର ପ୍ରଦୀପ ଗହୀର ନାମକ ବ୍ୟକ୍ତି ନିଜର ଜଣେ ସଂପର୍କୀୟଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦ୍ୱିପହର ପାଖାପାଖି ୨ଟା
Read More...

ପହଲଗାମ ମୃତକଙ୍କ ପାଇଁ ସିରୋଲ ଗ୍ରାମରେ ବିଜେଡ଼ି ଦଳ ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ସିରୋଲ ଗ୍ରାମପଞ୍ଚାୟତ ସଦର ମହକୁମାଠାରେ ଜାମ୍ମୁ କାଶ୍ମୀରର ପହଲଗାମଠାରେ ନିରୀହ ତୀର୍ଥଯାତ୍ରୀ ମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ ଦୃଢ ନିନ୍ଦା କରାଯାଇ ସହିଦ
Read More...