pakka

୭୦ ବର୍ଷୀୟ ବୃଦ୍ଧା ନିଖୋଜ

bbehera

ବରଗଡ, (ନିରୋଜ କୁମାର ପାଣୀ) : ୭୦ ବର୍ଷୀୟ ବୃଦ୍ଧା ମନଭାଙ୍ଗି ମେହେର ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ ୨୯/୦୫/୨୦୨୨ତାରିଖ ରବିବାର ଦିନ ୧୧ ଟା ସମୟରେ ବରଗଡ ସ୍ଥିତ ତାଙ୍କ ଘରୁ କୁଆଡେ ଚାଲି ଯାଇଛନ୍ତି । ଘରୁ ଯିବା ସମୟରେ ସେ ସବୁଜ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପରିଧାନ କରିଥିଲେ । ତାଙ୍କର ମାନସିକ ସ୍ଥିତି ସ୍ଥିର ନଥିଲା । ତାଙ୍କ ବିଷୟରେ ଯଦି କିଏ ଖବର ପାଇବେ ତା’ହେଲେ ବରଗଡ଼ ଟାଉନ ଥାନା ଅଥବା ତାଙ୍କ ପୁଅ ସନ୍ତୋଷ ମେହେରଙ୍କୁ ୯୭୭୭୫୦୯୦୦୯ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

12 − 1 =