ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ
ଟଙ୍କା ଚାନ୍ଦା କରି ନଳକୂପ ସଜାଡିଛନ୍ତି ସ୍ଥାନୀୟ ଲୋକେ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ କୌଣସି ପରିଚୟର ଦରକାର ନଥିବାବେଳେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ସ୍ଥାନୀୟ ଲୋକ । କୋଟି କୋଟି ଟଙ୍କା!-->!-->!-->…
Read More...
Read More...