pakka

ଦେଓଗାଁ ଅଞ୍ଚଳରେ ଝଡ ତୋଫାନ

l2

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସନ୍ଧ୍ୟାରେ ଦେଓଗାଁ ଅଞ୍ଚଳରେ ଝଡ ତୋଫାନ ହୋଇଥିବା ଦେଖିବାକୁ ମିଳିଥିଲା । ରାସ୍ତା କଡର ଗଛଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡି ପଡ଼ିଥିବା ଜାଣିବାକୁ ମିଳିଛି । ଏପରିକି ଗ୍ରାମାଞ୍ଚଳରେ ଡ୍ରେନ ସଫେଇ କରାଯାଇ ନଥିବାରୁ ରାସ୍ତାରେ ନର୍ଦ୍ଦମା ପାଣି ବୋହୁଥିବା ମଧ୍ୟ ବିଭିନ୍ନ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

pp
Leave A Reply

Your email address will not be published.

11 − eight =