Daily Archives

ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଦୁଇ ଅଧ୍ୟାପକଙ୍କ ନାମରେ…

୨୩ ବର୍ଷ ଚାକିରି, ୪୦ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହଡ଼ପ, କାର୍ଯ୍ୟାନୁଷ୍ଠାନ ଦାବୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଜାଲ କାଗଜପତ୍ର ଦାଖଲ କରି ଦୁଇ ଅଧ୍ୟାପକ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ
Read More...

ନବ ନିର୍ମିତ ଶ୍ରୀ ଶ୍ରୀ ବିଶେଶ୍ଵର ମହାଦେବ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଚେରଙ୍ଗାଝାଞ୍ଜି ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ସାହୁଙ୍କ ଦ୍ଵାରା ନବ ନିର୍ମିତ ଶ୍ରୀ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଅଙ୍ଗନଦୀରୁ ୨୧୬ ପବିତ୍ର ପୂର୍ଣ୍ଣ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ଅଭିଯୋଗରେ ରାଜ ବୋଡାସମ୍ବର କୃଷକ ସଂଗଠନ ପଞ୍ଚାୟତ ସଭାପତି ବେଦବର ସାହୁଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜ ବୋଡାସମ୍ବର କୃଷକ ସଂଗଠନ ପାଇକମାଲ ବ୍ଲକ ଆନୁକୂଲ୍ୟରେ ସଭାପତି ବିଶ୍ୱନାଥ ରଣା ସଭାପତିତ୍ୱରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଚାଷୀ ସମାବେଶ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଜୁନ ୧୨ ତାରିଖ ସୁଦ୍ଧା ପ୍ରଦାନ
Read More...

ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନସ୍ଥାନକୁ ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଧାୟକ ସରୋଜ ମେହେର । ଏହି ପରିଦର୍ଶନ ସମୟରେ ବିଧାୟକ ସରୋଜଙ୍କ ସହ ବିଧାୟକ ପ୍ରତିନିଧି ଏବଂ ଏନଏସି ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।
Read More...

ଉର୍ଲାଦାନୀ ଗ୍ରାମ ପଂଚାୟତର ନାଗଝରୀ ଗ୍ରାମରେ ଜନ ଶୁଣାଣି କାର୍ଯ୍ୟକ୍ରମ

ମ.ରାମପୁର,(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନୀ ଗ୍ରାମ ପଂଚାୟତ ଅନ୍ତର୍ଗତ ୭ ନମ୍ବର ୱାର୍ଡ ନାଗଝରୀ ଗ୍ରାମ ଠାରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀଙ୍କ ଦ୍ୱାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ନେତା ଧନସିଂ
Read More...

ମହାସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ନୁନପୁର ଗ୍ରାମ ଠାରେ ମହାସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଗତ ମଙ୍ଗଳବାର ଦିନ ଅଙ୍କୁର ରୋପଣ, ବୁଧବାର କଳସ ଯାତ୍ରା, ମଣ୍ଡଳ ଅଧିବାସ ସହ ଗୁରୁବାର ପ୍ରତିଷ୍ଠା କର୍ମ ଶୁଭାରମ୍ଭ
Read More...

ଦୁଇ ଗୋଡ଼ ଅଚଳ, ଦୃଢ଼ ମନୋବଳ, ଅଧ କିମି ରାସ୍ତା ଘୋଷାରି ଘୋଷାରି ଯାଏ ଦିବ୍ୟାଙ୍ଗ ଛଟୁ : ହୁଇଲ ଚେୟାର ଯୋଗାଇ ଦେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କୁହନ୍ତି ନାଁ ଇଚ୍ଛା ଥିଲେ ସବୁ ସମ୍ଭବ । ଆଉ ପାଠ ପଢ଼ିବାକୁ କାହାରବା ଇଚ୍ଛା ନ ଥାଏ । ସମସ୍ତେ ଚାହାଁନ୍ତି ପାଠପଢି ବଡ଼ ମଣିଷ ହେବେ ହେଲେ ନିୟତିର ନିୟମ ଅଲଗା ମାନବ ଜନ୍ମ ଦେଇ କାହାକୁ ସବଳ ତ କାହାକୁ ଛୋଟା, ଅନ୍ଧ ଭାବେ ମର୍ତ୍ତ୍ୟକୁ ପଠାଇଥାନ୍ତି ଭଗବାନ
Read More...

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଞ୍ଚାୟତିରାଜ ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ : ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମର ଜନୈକ ଧର୍ମପରାୟଣା ମହିଳା ତଥା ରାଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ କିଶୋର ପ୍ରଧାନଙ୍କ ମେଲଛାମୁଣ୍ତା ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତା ପ୍ରଧାନଙ୍କ
Read More...

ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶିକ୍ଷା ଅର୍ଜନ ନିମିତ୍ତ ଶୃଙ୍ଖଳା ନିହାତି ଆବଶ୍ୟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...