Daily Archives

ରାଜ୍ୟସଭା ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ଅଭିନନ୍ଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ବିଜେଡିର ପ୍ରବକ୍ତା ସୁଲତା ଦେଓ, ଓଡିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ତଥା ଡ. ସସ୍ମିତ ପାତ୍ର ଏବଂ ପଶ୍ଚିମ ଓଡିଶାରୁ ତଥା କେବିକେ ଅଞ୍ଚଳରୁ ତୃତୀୟ ବ୍ୟକ୍ତି ଭାବରେ ରାଜ୍ୟସଭା
Read More...

ବଲାଙ୍ଗିର ଶିଶୁବିକାଶ କେନ୍ଦ୍ର ତରଫରୁ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡ଼ା ରାମମନ୍ଦିରଠାରେ ଶିଶୁବିକାଶ କେନ୍ଦ୍ର, ବଲାଙ୍ଗିର ତରଫରୁ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଶିକ୍ଷୟତ୍ରୀ ଅନୁପ୍ରିୟା
Read More...

କେରଳ ହାଇକୋର୍ଟ ଏପରି ମନ୍ତବ୍ୟ ଦେଲେ – ଯଦି ଜଣେ ପୁରୁଷ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରେ, ତେବେ କେସ୍‌,…

କୋଚି : ଛାଡପତ୍ର ମାମଲାର ଶୁଣାଣି ବେଳେ କେରଳ ହାଇକୋର୍ଟ ଏକ ଗୁରୁତ୍ତର ମନ୍ତବ୍ୟ ଦେଇଛନ୍ତି । ବଳାତ୍କାର ଭଳି ଅପରାଧକୁ କେବଳ ଗୋଟିଏ ଲିଙ୍ଗ ସହ ଯୋଡିବା ଭୁଲ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ମହିଳା ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ଜଣେ
Read More...

ନବଜ୍ୟୋତି ବିଦ୍ୟା ମନ୍ଦିରର ବାର୍ଷିକ ସାଂସ୍କୃତିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ପଞ୍ଚାୟତରେ ଅବସ୍ଥିତ ଗୁରୁକୁଳ ଆଶ୍ରମ ପରିସରରେ ଅଷ୍ଟମ ବାର୍ଷିକ ନବଜ୍ୟୋତି ବିଦ୍ୟାମନ୍ଦିର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲା
Read More...

ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଲେ : କହିଲେ – ‘କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ବିଜେପି ସହ…

ଅହମ୍ମଦାବାଦ : ଗୁଜୁରାଟର ଦମ୍‌ଦାର ନେତା ହାର୍ଦ୍ଦିକ ପଟେଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପୂର୍ବରୁ ସେ ମା' ଦୁର୍ଗାଙ୍କ ପୂଜା କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ସେ ଆଜି ସକାଳେ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ 'ମୁଁ ଦେଶ ପାଇଁ ସେବା
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କଣ୍ଟାବାଞ୍ଜିର ଅନୀଲ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ ଗାଁ କୁକୁଡାହାଡର ଅନୀଲ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଅନେକ ଦିନର ପରିଶ୍ରମ ପରେ ୧୮ ବର୍ଷ ବୟସ୍କ ଏହି ବାଳକ କମାଲ ଦେଖାଇଛନ୍ତି । ଗାଁରେ ପାଠପଢା ସହ ନିଜ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ
Read More...

ଜୁନ ମାସ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାସର ପ୍ରଥମ ସୋମବାର ୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ, ଦ୍ୱିତୀୟ ସୋମବାର ୧୩ ତାରିଖ ଦିନ
Read More...

ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟ ବସ୍ତୁ ପ୍ରତ୍ୟେକ ଶିଶୁକୁ ଉଜ୍ଜ୍ଵଳ ଭବିଷ୍ୟତ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ
Read More...

ସେବା ସପ୍ତାହ ପାଳନ ପାଇଁ ଭାଜପାର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରର ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଭାଜପା ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ
Read More...

ସହର ସାରା ମାଳ ମାଳ ବୁଲା କୁକୁର : ଝୁଣି ଖାଇ ଦେଉଛନ୍ତି କଅଁଳା ବାଛୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସହର ସାରା ମାଳ ମାଳ ବୁଲା କୁକୁର । ଏକ କଅଁଳା ବାଛୁରୀକୁ ବୁଲା କୁକୁରମାନେ ଝୁଣି ଖାଇ ଦେଇଥିବା ଭଳି ଏକ ଦୁଃଖଦ ଖବର ମିଳିଛି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ସ୍ଥାନୀୟ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଆଡ଼କୁ ଯାଇଥିବା ମୁଖ୍ୟ ରାସ୍ତା
Read More...
error: Content is protected !!