om academy

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କଣ୍ଟାବାଞ୍ଜିର ଅନୀଲ

jsm

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ ଗାଁ କୁକୁଡାହାଡର ଅନୀଲ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଅନେକ ଦିନର ପରିଶ୍ରମ ପରେ ୧୮ ବର୍ଷ ବୟସ୍କ ଏହି ବାଳକ କମାଲ ଦେଖାଇଛନ୍ତି । ଗାଁରେ ପାଠପଢା ସହ ନିଜ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ (ମାକ୍ସିମମ୍ ସଙ୍ଗସ୍ ପ୍ଲେଡ୍ ଅନ୍ କିବୋର୍ଡ ୟୁଜିଙ୍ଗ୍ ଫୋରହେଡ୍ ଆଣ୍ଡ ନୋଜ୍ ବାଏ ଏ ଟିନ୍)ରେ ସାମିଲ କରିଛନ୍ତି ଅନୀଲ । ପ୍ରଥମ ପ୍ରୟାସରେ ହିଁ ଅନୀଲ ଏହି ରେକର୍ଡ ନିଜ ନାଁରେ କରିନେଇଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

3 × four =