Daily Archives

ଜାତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳତା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ନିଶାମଣି ସରକାରୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ସିତେଶ ବରିହା ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ୨୦-୨୧ ମେଧାବୃତ୍ତି ପରୀକ୍ଷାରେ ଏହି ମେଧାବୃତ୍ତି ପାଇବେ ।
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୮ଗୋଟି ବିଭିନ୍ନ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୪୨ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ
Read More...

ବରଗଡ଼ ମ୍ୟୁନିସିପାଲିଟିର ୨ୟ କାଉନସିଲ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲିଟିର ଦ୍ବିତୀୟ କାଉନସିଲ ବୈଠକ ଆଜି ଅଫିସ୍ ହଲ୍ ଠାରେ ଆୟୋଜିତ ହୋଇଯାଇଛି । ପୈାରାଧ୍ୟକ୍ଷା କଳ୍ପନା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ଼ ସହରର ଉନ୍ନତି ପାଇଁ ଗତ ଏକ ମାସ ମଧ୍ୟରେ ନିଆଯାଇଥିବା କାର୍ୟ୍ୟ ଗୁଡ଼ିକ ଉପରେ
Read More...

ଜିଲ୍ଲା ଓରମାସ ପ୍ରାୟୋଜିତ ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସୋନପୁର ସହର ନିକଟସ୍ଥ ହିକୁଡି ସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ କାଫେ ଠାରେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର, ଶ୍ରୀମତୀ
Read More...

ରେଢାଖୋଲର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ରେଢାଖୋଲର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ କେବେ ଡାକ୍ତରଖାନା ଆସନ୍ତି ଆଉ କେବେ ଆସନ୍ତିନି ଜାଣିବା ମୁସ୍‌କିଲ୍‌ ବୋଲି କୁହାଯାଇଛି । ଅଭିଯୋଗ ଅନୁସାରେ ନିଜ
Read More...

ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏଙ୍କ ଦ୍ୱାରା ବୀରମହାରାଜପୁର ବ୍ଲକ କାର୍ଯ୍ୟର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କଁହରଙ୍କ ବୀରମହାରାଜପୁର ଗସ୍ତରେ ଆସି ବ୍ଲକ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବିଶେଷ କରି ମହାତ୍ମାଗାନ୍ଧୀ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଜାତୀୟ ରାଜପଥରେ ପିକ୍‌ଅପ୍‌ ବାଇକ୍ ଦୁର୍ଘଟଣା : ଦୁଇ ବାଇକ ଆରୋହୀ ମୃତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଟିଟିଲାଗଡ ଜାତୀୟ ରାଜପଥର ବହଲି ଛକଠାରେ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗିର ପଟରୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ, ସଇଁନ୍ତଲା ପଟରୁ ଆସୁଥିବା ଏକ ବାଇକକୁ ସାମ୍ନା ପଟରୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ
Read More...

ବିଜେଡିର ଖବରଦାତା ସମ୍ମିଳନୀ ପ୍ରକାଶ : ଭେଡିଙ୍ଗ ଜୋନ ନିର୍ମାଣରେ କଂଟାବାଂଜି ଏନ୍‌ଏସିର ଦୁର୍ନୀତି ଅଭିଯୋଗକୁ ଖଣ୍ଡନ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏ୍‌ସି ଦ୍ୱାରା ସରକାରୀ ହସପିଟାଲ ନିକଟରେ ନିର୍ମାଣ ହେଉଥିବା ଭେଡିଙ୍ଗ୍‌ ଜୋନରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି କଂଟାବାଂଜି ବିଜୁ ଜନତା ଦଳ । ସୋମବାର ସଂଧ୍ୟାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ଗତ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜନ୍ମ ଶତବର୍ଷିକୀ ଅବସରରେ “ସ୍ମୃତି ପଥ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ କକ୍ଷଠାରେ ପାଟଣା ମହାରାଜା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ 'ସ୍ମୃତି ପଥ' ପୁସ୍ତକ ଟି ଅଧ୍ୟକ୍ଷା ଲିକା ସାହୁଙ୍କର କରକମଳରେ ଉନ୍ମୋଚିତ
Read More...