Daily Archives

ବେଲପଡା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ବେଲପଡା ବ୍ଲକର ପିଡବ୍ଲ୍ୟୁଡି ଏବଂ ସାଧାରଣ ବ୍ୟକ୍ତିଙ୍କ ବିବାହ ପାଇଁ ଅଢେଇ
Read More...

ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ ପୁରସ୍କାର ଉତ୍ସବ

ଶ୍ରେଷ୍ଠ କ୍ୟାମ୍ପୋରୀ ଭାବେ ବଲାଙ୍ଗିର ଜିଲ୍ଲା ସମ୍ବର୍ଦ୍ଧିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟ ପୁରସ୍କାର ଉତ୍ସବରେ ବଲାଙ୍ଗିର ଜିଲ୍ଲା ଶ୍ରେଷ୍ଟ କ୍ୟାମ୍ପୋରୀ ଭାବେ ସମ୍ବର୍ଦ୍ଧିତ ହୋଇଛି । ବଲାଙ୍ଗିର ଜିଲ୍ଲା
Read More...

ବେଲପଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାସର ତୃତୀୟ ସୋମବାର ଦିନ ବେଲପଡ ବ୍ଲକ କାର୍ଯ୍ୟଳୟ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧକ୍ଷତା କରିଥିଲେ । ଜନ ଶୁଣାଣି
Read More...

ଇପିଏଫ୍‌ ଏସୋସିଏସନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ପ୍ରେରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ୍‌ ଓଡିଶା ଇପିଏଫ୍‌ ପେନ୍‌ସନର୍ସ ଆସୋସିଏସ୍‌ନ ପକ୍ଷରୁ ବିଭିନ୍ନ ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ପ୍ରେରଣ କରାଯାଇଥିଲା । ଦାବୀଗୁଡିକ ମଧ୍ୟରେ ରହିଥିଲା ମାସିକ ପେନ୍‌ସନ୍‌ ୯ ହଜାର ଟଙ୍କାକୁ ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଏବଂ
Read More...

ଦଶ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘର ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଡ୍ରାଇଭର ମହାସଂଘର ଶାଖା ନର୍ଲା ନିର୍ବାଚନ ମଣ୍ଡଳୀ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କୁ ଦଶ ଦଫା ଦାବୀ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ଡ୍ରାଇଭର ଲାଇସେନ୍ସ ପାଇଁ ଧାର୍ଯ୍ୟ ମୂଲ୍ୟ କମ୍ କରିବା, ଡ୍ରାଇଭରଙ୍କୁ
Read More...

ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ରଥଯାତ୍ରା ପାଳନର ପ୍ରସ୍ତୁତି ପାଇଁ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ରଥ କମିଟିର ଏକ ପ୍ରସ୍ତୁତି ବୈଠକ ଗତ ୧୯/୦୬/୨୦୨୨ ରିଖ ଚାନ୍ଦ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରଦୀପ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ନୂତନ ଗଞ୍ଜାମ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଫୋକ୍ସରେ ଆସିଥିବା ତଥା ସାରା ରାଜ୍ୟରେ ଖୁବ ଚର୍ଚ୍ଚାରେ ଆସିଥିବା ଖୋଦ୍‌ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଇତିମଧ୍ୟରେ ବଦଳି ହୋଇଯାଇଛି । ନୂତନ ନିଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ୨୦୧୬ ବ୍ୟାଚର ଯୁବ ଆଇ.ଏ.ଏସ୍‌.
Read More...

କରୋନା ସହାୟତା ପ୍ରଦାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୧୦ରେ ରହୁଥିବା ୧୪୭ ଜଣ ଲୋକଙ୍କୁ କରୋନା ସହାୟତା ପ୍ରଦାନ କରିଛନ୍ତି । କିଛି ମାସ ପୂର୍ବେ ଗେଟସୋବରପଡାରେ ସେଠାକାର ସମସ୍ୟା ଶୁଣିବା ପାଇଁ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଲୋକଙ୍କ
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଂଗ୍ରାମୀ ନେତା ସ୍ୱର୍ଗତ ଇଶ୍ଵର ବିଜିରାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : "ଯାନ ଯାଉ ଯାଉ ଜୀବନ ଯାଉ" ଗନ୍ଧମାର୍ଦ୍ଦନ ବଂଚି ଥାଉ"ର ସକଳ୍ପ ନେଇ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ୧୯୮୦ ଦଶକରେ ଶ୍ରୀମତୀ ଜମ୍ବୋବତୀ ବିଜାରା ଓ ତାଙ୍କ ସ୍ୱାମୀ ସ୍ୱର୍ଗତ ଇଶ୍ଵର ବିଜିରା ବାଲକୋ ହାଟଓ
Read More...

ଚୋରା କୋଇଲା ବୋଝେଇ ଟ୍ରକ୍ ଜବତ ସହ ଚାଳକଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ

ଚୌଦ୍ୱାର : ଚୋରା କୋଇଲା ବୋଝେଇ କରି ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ଟ୍ରକ୍ ଚାଳକକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଚାଳକ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ନଦିଆଲି ବସାଡିହ ଗ୍ରାମର ଜାନକୀ ବଲ୍ଳଭ ପଟ୍ଟନାୟକ । ପ୍ରାପ୍ତ ସୂଚନା
Read More...