csstore

ବେଲପଡା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ବେଲପଡା ବ୍ଲକର ପିଡବ୍ଲ୍ୟୁଡି ଏବଂ ସାଧାରଣ ବ୍ୟକ୍ତିଙ୍କ ବିବାହ ପାଇଁ ଅଢେଇ ଲକ୍ଷ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ବେଲପଡା ବ୍ଲକର ପିଡବ୍ଲ୍ୟୁଡିର ଏକ ଏସ୍‌ଏଚ୍‌ଜି ଗ୍ର୍ରୁପକୁ ମିଶନ କ୍ଷମତା ଯୋଜନାରେ ୫୦,୦୦୦ଟଙ୍କା ଆର୍ଥିକ ସହାୟତା କରାଯାଇଥିବା ନେଇ ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.