Daily Archives

ବଲାଙ୍ଗିର ପିଆର୍‌ ହାଇସ୍କୁଲରେ ଦିନିକିଆ ଆଭିମୁଖ୍ୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପିଆର୍‌ ହାଇସ୍କୁଲ ଠାରେ ବିଭିନ୍ନ ବୈଷୟିକ ଏବଂ ଅଣ ଏକାଡେମିକ୍ ପ୍ରସଙ୍ଗରେ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ହେଡମାଷ୍ଟର ମାନଙ୍କୁ ନେଇ ଦିନିକିଆ ଆଭିମୁଖ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ମାଧ୍ୟମିକ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ ବୈଠକରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିମାନେ ପ୍ରତିଟି ଶନିବାର ଚିରାଚରିତ ନିୟମାନୁସାରେ ସକାଳ ଘ.୬.୩୦ମି.ରୁ ଘ.୧୧ ପର୍ଯ୍ୟନ୍ତ ହେବା ପାଇଁ
Read More...

ଜୁଲାଇ ମାସ ପାଇଁ ଜିଳ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧର୍ଯ୍ୟ କରାଯାଇଛି । ତଦ୍‌ ଅନୁସାରେ ଜୁଲାଇ ମାସର ପ୍ରଥମ ସୋମବାର ତା.୪/୭/୨୦୨୨ ରିଖ ପୂର୍ବାହ୍ନ ଘ୧୦.୩୦ମି ସମୟରେ ବଲାଙ୍ଗିର ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ସଇଁତଲାରେ ସ୍ଵତନ୍ତ୍ର ଉପକରଣ ପାଇଁ ଚିହ୍ନଟ ଶିବିର

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଏଏଲଆଏମସିଓ ଭୁବନେଶ୍ୱର ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ବ୍ଲକ ପ୍ରଶାସନର ଆନୁକୂଲ୍ୟରେ ସ୍ୱତନ୍ତ୍ର ଉପକରଣ ପାଇବା ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ଗଣମାଧ୍ୟମ ଗଣତନ୍ତ୍ରର ବଳ : ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

ଉତ୍କଳମେଲର ୩୩ତମ ସ୍ୱନକ୍ଷତ୍ର ଦିବସ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : କ୍ଷୁଦ୍ର ମଧ୍ୟମ ଖବର କାଗଜ, ଛୋଟ ଦଳ ଓ ଛୋଟ ଶିଳ୍ପ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଗଣମାଧ୍ୟମ ଗଣତନ୍ତ୍ରର ବଳ ବୋଲି ଉଦ୍‌ଘାଟକ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ
Read More...

କାପସିଠାରେ ମିନି ଷ୍ଟେଡିଅମ ନିର୍ମାଣ, କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସିଠାରେ ମିନି ଷ୍ଟେଡିଅମ ନିର୍ମାଣ ନେଇ ବହୁ ଦିନରୁ ଦାବୀ ହୋଇଥିଲା । ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉକ୍ତ ବିଷୟକୁ ନେଇ ଅଭିଯୋଗ ହେଲାପରେ ଜିଲ୍ଲାପାଳ ହେମକାନ୍ତ ସାଏ କ୍ଷେତ୍ର ପରିଦର୍ଶନ
Read More...

ବଦଳିଲେ ବଲାଙ୍ଗିର ପୌର ଅଧିକାରୀ : ଆଦିତ୍ୟ ଦଳବେହେରା ହେଲେ ନୂତନ ପୌର ଅଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ଅଧିକାରୀ ବିପିନ ବିହାରୀ ଦୀପ ଶେଷରେ ବଦଳିଛନ୍ତି । ଆଜି ଦାୟିତ୍ୱ ଗ୍ରହଣ ପରେ ସେ ପୌରାଧ୍ୟକ୍ଷା ଲିକା ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଭେଟି ଆଗାମୀ କାର୍ଯ୍ୟ ଖସଡା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଯେ,
Read More...

ଆର୍‌ଟିଓ ଅଫିସ ଛକ ହିଟ୍‌ ଆଣ୍ଡ ରନ୍‌ ଘଟଣା : ଚିତ୍ତ ମହାନ୍ତିଙ୍କ ଜାମିନ ନାମଞ୍ଜୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌ଟିଓ ଅଫିସ ଛକ ହିଟ୍‌ ଏଣ୍ଡ ରନ୍‌ ଘଟଣାର ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ଜାମିନ ଖାରଜ ହୋଇଛି । ପୂର୍ବରୁ ବଲାଙ୍ଗିର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଖାରଜ ହେବା ପରେ ଜିଲ୍ଲା ସେସନ୍ସ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ବିଭିନ୍ନ କାରଣରୁ ଜାମିନ
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ନୂତନ ପଞ୍ଚାୟତ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନା ଠାରେ ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମିତ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
Read More...

ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ବାଲେଶ୍ଵରରୁ ଭୁବନେଶ୍ଵର ଆସୁଥିବା ବେଳେ ୟୁନିଟ୍-୮ରେ ମାଡ଼ି ବସିଲା ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ । ସେମାନଙ୍କ ନିକଟରୁ ୨ କିଲୋ ବ୍ରାଉନସୁଗାର ଜବତ ହୋଇଛି । ଏହା ସହ ୨ ଜଣ ବେପାରୀଙ୍କୁ ଗିରଫ କରିଛି ଫ୍ଲାଇଂ ସ୍କ୍ଵାର୍ଡ ।
Read More...