Daily Archives

ଛତ୍ରପୁର କଳାବିକାଶ କେନ୍ଦ୍ରର ନୃତ୍ୟାଶିଳ୍ପୀଙ୍କୁ ବିମୁଗ୍ଧ ସମ୍ମାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଦ୍ୱିତୀୟ କଳାବିକାଶ କେନ୍ଦ୍ର ଛତ୍ରପୁରର ବରିଷ୍ଠ/କନିଷ୍ଠ ନୃତ୍ୟାଶିଳ୍ପୀଙ୍କୁ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏକ ସମାରୋହରେ ବିମୁଗ୍ଧ ସମ୍ମାନରେ ସମ୍ମାନିତ କରାଯାଇଛି । ବରିଷ୍ଠ ଗୃପ୍‌ରେ ନୃତ୍ୟାଙ୍ଗନା ଅଙ୍କିତା
Read More...

ଆସାମରେ ବନ୍ୟାର କରାଳ ରୂପ : ବୁଡ଼ିଲା କ୍ୟାନସର ହସ୍ପିଟାଲ, ରାସ୍ତା ଉପରେ ଚିକିତ୍ସିତ ହେଉଛନ୍ତି ରୋଗୀ

ଦିସପୁର : ଆସାମ କଚ୍ଛାର ଜିଲ୍ଲା ସିଲଚର କସ୍ୱେର ସ୍ଥିତ ଏକ କ୍ୟାନସର୍ ହସ୍ପିଟାଲ ବନ୍ୟା ପାଣିରେ ବୁଡ଼ି ଯାଇଥିବା ଖବର ମିଳିଛି । ଏନେଇ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ରବି କନ୍ନନ କହିଛନ୍ତି ଯେ, କ୍ୟାନସର ରୋଗୀଙ୍କ ପାଇଁ ଗୋଟିଏ ଦିନ ବି ବନ୍ଦ କରାଯାଇ ପାରିବ ନାହିଁ । ଏଭଳି ସ୍ଥିତିରେ
Read More...

ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନର ଆଶାର କିରଣ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସକ) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅସହାୟ ରୋଗୀଙ୍କୁ ସହାୟତା ଯୋଗାଇ ଦେବାପାଇଁ "ଆଶାର କିରଣ" ନାମକ ଏକ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟନ ଅନୁଷ୍ଠିତ
Read More...

ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ । ସେ କହିଛନ୍ତି ଯେ, ସେବାୟତମାନଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍ । କୋଭିଡ୍ ପାଇଁ ଅକ୍ସିଜେନ୍
Read More...

ସମୁଦ୍ର ବେଳାଭୂମିରୁ ମସ୍ତକବିହୀନ ମୃତଦେହ ଉଦ୍ଧାର

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରୁ ଆଜି ସକାଳେ ଜଣେ ଯୁବକଙ୍କ ମସ୍ତକବିହୀନ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଖବର ପାଇ ବାଲିଆପାଳ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଶବଟିର
Read More...

୨୫୧କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ସିନାପାଲି ନଗରସ୍ତରୀୟ ପ୍ରସ୍ତୁତି ସଭା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ହେବାକୁ ଥିବା ଗୌରବମୟ ୨୫୧କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ସିନାପାଲି ନଗରସ୍ତରୀୟ ପ୍ରସ୍ତୁତି ସଭା ସ୍ଥାନୀୟ ଶକ୍ତିପୀଠ ପରିସରରେ ସଭାପତି ଶଶିଶେଖର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅତିଥି
Read More...

ରନ୍ଧାମଦ ସହ ବାଇକ୍ ଜବତ : ଅଭିଯୁକ୍ତକୁ କୋର୍ଟ ଚାଲାଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଆଜି ରନ୍ଧାମଦ ସହ ବାଇକ୍ ଜବତ ହୋଇଛି । ଏହା ସହିତ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମ. ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗ୍ରାମର ମଗସିର ବାଗ ୨୦ ଲିଟର ବେଆଇନ୍ ରନ୍ଧାମଦ ନେଇ
Read More...

ଶ୍ରମଜୀବୀ ବିକାଶ ମଞ୍ଚ ପକ୍ଷରୁ ପ୍ରଶିକ୍ଷଣ ଶିବିର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରମଜୀବୀ ବିକାଶ ମଞ୍ଚ, ଲୋକ ସଂଗଠନ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୬ ତାରିଖରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ମରାମତି ହେଲା ବିନଦଜନକ ସ୍ଥିତିରେ ଥିବା ରାସ୍ତାକଡର ସିଙ୍ଗିନାଲ ଖୁଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସିଙ୍ଗିନାଲ ଖୁଣ୍ଟ ବିପଦଜନକ ଅବସ୍ଥାରେ ରହିଥିବା ବେଳେ ଏ ସମ୍ପର୍କରେ ‘କୋଶଳ ପ୍ରବାହ’ରେ କିଛିଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏ କ୍ଷେତ୍ରରେ ‘କୋଶଳ ପ୍ରବାହ’ର ପ୍ରଭାବ ଦେଖିବାକୁ ମିଳିଛି । ଆଜି
Read More...

ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମେଇମୁଣ୍ଡା ଗାଁରେ ପୃଥକ ୩ ଟି ପରିବାରର ୧୧ ଜଣ ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ଆଦିବାସୀ ସମ୍ପ୍ରଦାୟର ଧନମତି
Read More...