Daily Archives

ବିଜେଡି ଯୁବନେତା ରାଜୁ ପଣ୍ଡା ଦେଉଳପଦର ପେକ୍ସର ସଭାପତି ଭାବେ ନିର୍ବାଚିତ

ସୋନପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମବାୟ ଉପନିବନ୍ଧକଙ୍କ ଅଧିନରେ ରହିଥିବା ସୋନପୁର ଜିଲ୍ଲାର ଦେଉଳପଦର ପେକ୍ସର ନିର୍ବାଚନରେ ଯୁବନେତା ରାଜେନ୍ଦ୍ର ପଣ୍ଡା(ରାଜୁ) ବାଜିମାତ କରିଛନ୍ତି । ସେ ମୋଟ୍‌ ୧୫ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୩ଜଣଙ୍କ ସମର୍ଥନ ହାସଲ କରି ନିଦ୍ୱର୍ନ୍ଦରେ ସଭାପତି
Read More...

ସଡକ ଦୁର୍ଘଟଣା, ୨ ଗୁରୁତର

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ ନିକଟରେ ମାଲ୍ ବୋଝେଇ ପିକଅପ୍‌କୁ ପଛପଟୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ଵୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ
Read More...

ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡରେ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ବମ୍ପା ଗ୍ରାମର ଶରତ ପଲେଇ ଆଜି ଭୋର ସମୟରେ ସ୍କୁଲ ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଶରତ ଗାଁ ସ୍କୁଲ ପାଖକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ
Read More...

ମୋଷ୍ଟ ଟ୍ରଷ୍ଟେଡ୍‌ ୟୁନିଭର୍ସିଟି ଫର କ୍ୱାଲିଟି ଏଜୁକେସନ୍‌ ଇନ୍‌ ଇଣ୍ଡିଆ ସମ୍ମାନରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୁଣବତ୍ତା ଶିକ୍ଷା କ୍ଷେତ୍ରରେ ଦେଶର ସବୁଠାରୁ ଭରସାଯୋଗ୍ୟ ବିଶ୍ୱବିଦ୍ୟାଳୟ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ ଠାରେ "ଦ ଗୋଲ୍ଡେନ୍‌ ଷ୍ଟାର ଆଇକନ୍‌ ଆୱାଡ୍‌ର୍ସ' କାର୍ଯ୍ୟକ୍ରମରେ 'ସୋଆ'କୁ "ମୋଷ୍ଟ ଟ୍ରଷ୍ଟେଡ୍‌
Read More...

କାର-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମୋହନା : ମୋହନା ଥାନା ପଲ୍ଲୀଗଜପତି ଛକ ନିକଟରେ କାର ସହ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ୨ ଜଣ ହେଲେ ବିକ୍ରମପୁର ଗାଁର ଜକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ । ସୂଚନା ଅନୁସାରେ ବିକ୍ରମପୁର ଗାଁର ଜକୋବ ବର୍ଦ୍ଧନ ଓ ସୁବିତ୍ ବର୍ଦ୍ଧନ
Read More...

ଭୁଶୁଡ଼ିଲା ୪ ମହଲା କୋଠା, ୧ ମୃତ

ମୁମ୍ବାଇ : ମୁମ୍ବାଇସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା । କୁହାଯାଉଛି କି ଏହି କୋଠାରେ ପାଖାପାଖି ୨୧ଜଣ ଲୋକ ଥିଲେ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ବିଏମସିର ବିପର୍ଯ୍ୟୟ ବିଭାଗ ଅନୁଯାୟୀ ପାଖାପାଖି ୧୨ଜଣ ଲୋକଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ
Read More...

ଫ୍ଲାଏଓଭର ବ୍ରିଜ ଉପରୁ ଟ୍ରେନକୁ ଡେଇଁ ପଡିଲେ ଯୁବକ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଥାନା ଛକ ଦେଇ କଲେଜ ରୋଡ ପର୍ଯ୍ୟନ୍ତ ଥିବା ଫ୍ଲାଏଓଭର ବ୍ରିଜ ଉପରୁ ଗତକାଲି ଟ୍ରେନକୁ ଡେଇଁ ପଡିଛନ୍ତି ଏକ ଯୁବକ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଟିଟିଲାଗଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣକ ସ୍ଥାନୀୟ ହାଟପଦାପଡାର ଚେରୁ
Read More...

ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏଥର ବି କୋଭିଡ କଟକଣା ବଳବତ୍ତର ରହିବ । ଏଥିପାଇଁ ଆସନ୍ତା ୨୯ ତାରିଖରୁ ହେବ କୋଭିଡ୍‌ ପରୀକ୍ଷା । ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ସାମ୍ବାଦିକମାନଙ୍କର କୋଭିଡ୍‌ ପରୀକ୍ଷା
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ବିଇଡି ନାମ ଲେଖାରୁ ବଂଚିତ ନ କରିବା ପାଇଁ ଛାତ୍ର କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଏ ଅଂଚଳର ଛାତ୍ରମାନେ ଉତ୍ତମ ଶିକ୍ଷା ସାଙ୍ଗକୁ ବିଭିନ୍ନ ବିଭାଗରେ ନାମ ଲେଖେଇ ଅଧ୍ୟୟନ କରିପାରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ ଓ ପ୍ରଶାସନିକ ଅପାରଗତା ଯୋଗୁଁ ଏ ବର୍ଷ
Read More...

କଂଗ୍ରେସ ଦଳରେ ସାମିଲ ହେଲେ ଚୁଡାପାଲି ଓ ତୁଷରାବାହାଲ ସରପଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଓ ତୁଷୁରାବାହାଲର ସରପଂଚ ଯଥା ଲକ୍ଷ୍ମୀ ନନ୍ଦନ ଓ
Read More...