pakka

ବଲାଙ୍ଗିର ପିଆର୍‌ ହାଇସ୍କୁଲରେ ଦିନିକିଆ ଆଭିମୁଖ୍ୟ କର୍ମଶାଳା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପିଆର୍‌ ହାଇସ୍କୁଲ ଠାରେ ବିଭିନ୍ନ ବୈଷୟିକ ଏବଂ ଅଣ ଏକାଡେମିକ୍ ପ୍ରସଙ୍ଗରେ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ହେଡମାଷ୍ଟର ମାନଙ୍କୁ ନେଇ ଦିନିକିଆ ଆଭିମୁଖ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ମାଧ୍ୟମିକ ବିଦ୍ୟାଳୟର ହେଡମାଷ୍ଟରମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × two =

error: Content is protected !!