Daily Archives

କଣ୍ଟାମାଳରେ ଲୋକକଳା ଦିବସ : ମୁଖ୍ୟମନ୍ତ୍ରୀଙ୍କୁ ସାବାସୀ ଜଣାଇଲେ କଳାକାର

କଣ୍ଟାମାଳ, (ବଂଶୀଧର ମାଝି) : ଆମ ରାଜ୍ୟର ଲୋକକଳାକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ଓ ବ୍ଲକ କଳା ସଂସ୍କୃତି ସଂଘ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଲୋକ କଳା ବିକାଶ କାର୍ଯ୍ୟକ୍ରମ ଏବଂ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ପାଳିତ
Read More...

ଉନ୍ନତ ପ୍ରଣାଳୀରେ ଲଙ୍କା ଚାଷ ଉପରେ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ ହୁମା ମନ୍ଦିର ନିକଟରେ ଦିନିକିଆ ଉନ୍ନତ ଲଙ୍କା ଚାଷ ଉପରେ ଦିନିକିଆ ଶିବିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

କଣ୍ଟାମାଳରେ ଫକୀର ପଟ୍ଟନାୟକ ସନ୍ଧ୍ୟା

ଫକୀର ଗୀତରେ ଝୁମିଲେ ଦର୍ଶକ କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳସ୍ଥିତ ହରିଶଙ୍କର କଳା ମଣ୍ଡପଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ଫକୀର ପଟ୍ଟନାୟକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଫକୀର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ହେଉଥିବା
Read More...

ସଇଁତଲା ପାଳଗଦାରୁ ନର କଙ୍କାଳ ଉଦ୍ଧାର ଘଟଣା : ସ୍କେଚ୍‌ ଜାରିକଲା ପୋଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡା ପାଳଗଦା ଭିତରୁ ନର କଙ୍କାଳ ଓ ୧୪ଟି ଚୁଡି, ପାଉଁଜି ପୁଲିସ ଜବତ କରିଥିଲା । ୨୦୨୧ ଫେବୃୟାରୀ ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି
Read More...

ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା କିଶୋରୀମାନଙ୍କୁ ସ୍କୁଲରେ ପୁନଃ ନାମଲେଖାଇବା ନିମନ୍ତେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଜିଲ୍ଲାରେ ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହେବାକୁ ଜିଲ୍ଲପାଳଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ
Read More...

ପୁଇଁନ୍ତଲା ପୋଲିସ ଦ୍ୱାରା ୨ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ

ପୁଇଁତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ପୋଲିସ ଦ୍ୱାରା ୨ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ ହୋଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭୈରବୀ ବସରେ ୨ ଜଣ ଅଭିଯୁକ୍ତ ୧୭.୮୦୦ କେଜି ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେମାନେ ପୋଲିସ ହାତରେ ଧରାପଡିଛନ୍ତି ।
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୬ ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ ୦୬ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର
Read More...

ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାକୁ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୮ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାକୁ ସାତୋଟି ମେଡାଲ ମିଳିଛି । ଭୁବନେଶ୍ୱର ସ୍ଥିତ ପୁମାସ ସ୍ପୋଟ୍‌ସ୍‌ କମ୍ଲେସରେ ତା.୧୦/୦୬/୨୦୨୨ ରୁ ତା.୧୨/୦୬/୨୦୨୨ ରିଖ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୫ଟି ଜିଲ୍ଲାରୁ ୨୮୦
Read More...

ଜାତୀୟ କଂଗ୍ରେସ କାର୍ଯ୍ୟାଳୟକୁ ଦିଲ୍ଲୀ ପୋଲିସର ଅନୁପ୍ରବେଶ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଟାଉନ ଥାନା…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ବାରମ୍ବାର ଡକାଇ ହଇରାଣ କରିବା ଓ ଆନ୍ଦୋଳନରତ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କୁ ପୋଲିସ ଗୋଡ଼ାଇ ପିଟିିବା, ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଅଖିଳ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ମିଲସାହିରେ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପାରିବାରିକ ଅଶାନ୍ତି କାରଣରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ବୋରିଗୁମ୍ମା ସ୍ଥିତ ମିଲସାହିରେ ଛତୁଆ
Read More...