Daily Archives

ରେଲ ଲାଇନରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ମାର୍କୋଣା ଷ୍ଟେସନରେ ଟ୍ରେନ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ମହିଳାଙ୍କ ମୃତଦେହଟି ତଳକୁ ମୁହଁମାଡ଼ି ହୋଇ ପଡ଼ିଥିବାରୁ ତାଙ୍କର ପରିଚୟ ମିଳିପାରି ନାହିଁ ।
Read More...

ରାଜ୍ୟର ଛଅଟି ଜିଲ୍ଲା ପରିକ୍ରମା କଲା ‘ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର’

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବାର ବାର୍ତ୍ତା ଦେବା ଓ ସେମାନଙ୍କ ହାତ ପାହାନ୍ତାରେ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶର ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ୟତିଥି ଅବସରରେ ଆମ୍ଭାଗାନ ନିକଟସ୍ଥ ଥିବା ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ
Read More...

୧୯୭୭ ପୃଥ୍ୱୀରାଜ ହାଇସ୍କୁଲ ବ୍ୟାଚ୍‌ର କାର୍ଯ୍ୟକାରିଣୀ ସମିତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୭ ପୃଥ୍ୱୀରାଜ ହାଇସ୍କୁଲ ବ୍ୟାଚ୍‌ର ପ୍ରଥମ କାର୍ଯ୍ୟକାରିଣୀ ସମିତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ରତନ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜନମଙ୍ଗଳକାରୀ ଅନେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଂଘ ତରଫରୁ ସମୟ କ୍ରମେ
Read More...

ପାଇକମାଲ କୃଷକ ସଙ୍ଗଠନର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ କୃଷକମାନଙ୍କର ହକ ମୌଳିକ ଅଧିକାର ପ୍ରାପ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ୨୦୨୧ ମସିହା ଅଦ୍ୟାବଧି ମିଳି ନଥିବାରୁ ଆଜି ପାଇକମାଲ ବ୍ଲକରେ ଉପସ୍ଥାପିତ ବ୍ଲକ ଅଫିସ, ରାଜସ୍ୱ ନିରୀକ୍ଷକ ଅଫିସ, ତହସିଲ
Read More...

ଉଚ୍ଚ ଜୁଆରରେ ଭାଙ୍ଗିଲା ଜାଲ ବାଡ଼

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଅବସ୍ଥିତ । ଶୈବପୀଠଠାରୁ କିଛି ଦୂରରେ ବଙ୍ଗୋପ ସାଗର ସମୁଦ୍ର ବେଳାଭୂମି ରହିଛି । ସମୁଦ୍ର ଉଚ୍ଚ ଜୁଆର ଯୋଗୁଁ ଦିନକୁ ଦିନ କୂଳ ଖାଉଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ
Read More...

ଖେଲୋ ଇଣ୍ଡିଆ ଓଡ଼ିଶା ଖୋ ଖୋ ରୌପ୍ୟ ବିଜେତା ଦଳରେ ପୁରୀ ଜିଲ୍ଲା ଡେଲାଙ୍ଗର ତିନି ଛାତ୍ରଛାତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ମାସ ତା ୦୯/୦୬/୨୦୨୨ରିଖ ଠାରୁ ୧୩/୦୬/୨୦୨୨ରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ଖୋ ଖୋ ବାଳକ ଓ ବାଳିକା ଉଭୟ ଐତି୍ହାସିକ ରୌପ୍ୟ ପଦକ ବିଜେତା ହାସଲ କରିଛନ୍ତି
Read More...

ପେଞ୍ଜାକ୍‌ ସିଲାଟ ଆତ୍ମରକ୍ଷା ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

ଆତ୍ମରକ୍ଷା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନରେ ହେବ ସହାୟକ - ଅମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସ୍ୱିକୃତିପ୍ରାପ୍ତ ଆତ୍ମରକ୍ଷା କୌଶଳ ପେଞ୍ଜାକ୍‌ ସିଲାଟ୍‌ର ତିନି ଦିନିଆ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ
Read More...

ବିଜେପିର ଏକଛତ୍ରବାଦ ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜେପିର ଏକଛତ୍ରବାଦ ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ମୋଦୀ ନେତୃତ୍ୱାଧିନ କେନ୍ଦ୍ର ସରକାର ଅସହିଷ୍ଣୁତା ଓ ଏକ ଛତ୍ରବାଦିତା ଚରମସୀମା ଲଙ୍ଘିଛି । ଦେଶର ସର୍ବପୁରାତନ ଦଳ ଯିଏ ଭାରତୀୟ ସ୍ୱାଧିନତା ଆନ୍ଦୋଳନର
Read More...

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ମୁଖ୍ୟ ଡାକଘର ସମ୍ମୁଖରେ ଜିଲ୍ଲା…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଜେପି ସରକାରଙ୍କ ଇଙ୍ଗିତରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପଚରାଉଚୁରା କରିବା ଘଟଣାକୁ କେନ୍ଦ୍ର କରି କଂଗ୍ରେସ କର୍ମୀମାନେ ସାରା ଭାରତ
Read More...