Daily Archives

ମାସିକ ରଚନା ସଂଧ୍ୟା କାର୍ଯ୍ୟକ୍ରମରେ ‘ଆମ ବଲାଙ୍ଗିର, ଆମ ଦାୟିତ୍ୱ’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଭବନରେ ଆଜି ସଂଧ୍ୟାରେ ମାସିକ ରଚନା ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଆମ ବଲାଙ୍ଗିର, ଆମ ଦାୟିତ୍ୱ’ ଶୀର୍ଷକରେ
Read More...

ଟାଟା ବିରୋଧରେ ପୁଣି ଆନ୍ଦୋଳନ ତେଜିଲା : କାଳୀପଲ୍ଲୀ ଗ୍ରାମବାସୀ-ସଶସ୍ତ୍ରପୋଲିସ ବାହିନୀ ମଧ୍ୟରେ ମୁହାଁମୁହିଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଆନ୍ଦୋଳନ ତେଜିଉଠିଲା, ଟାଟା ବିରୋଧରେ କାଳୀପଲ୍ଲୀ ଗ୍ରାମବାସୀ ଓ ସଶସ୍ତ୍ରପୋଲିସ ବାହିନୀ ମଧ୍ୟରେ ମୁହାଁମୁହିଁ ଅବସ୍ଥା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ଗ୍ରାମଗୁଡିକର
Read More...

୯ ଦଫା ଦାବୀ ପୂରଣ ନ ହେଲେ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ ମାଲିକ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୁନ୍‌ ୩୦ ରାତି ପରେ ରାଜ୍ୟରେ ଗଡିବନି ଘରୋଇ ବସ । ୯ ଦଫା ଦାବୀ ପୂରଣ ନହେଲେ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ରାଜ୍ୟ ବସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ନିକଟରେ ୯ ଦଫା ଦାବୀ
Read More...

ଜଳପ୍ରପାତ ପାହାଡରୁ ଖସିପଡି ରାଜ୍ୟସ୍ତରୀୟ ଖେଳାଳି ଆହତ

ଦେବଗଡ : ଦେବଗଡ ସହର ଉପକଣ୍ଠ କୁରଡକୋଟ ଜଳପ୍ରପାତ ପାହାଡରୁ ଖସିପଡି ଆଜି ଜଣେ ରାଜ୍ୟସ୍ତରୀୟ ବାଳିକା ଖେଳାଳି ଆହତ ହୋଇଛନ୍ତି । ଆହତ ଖେଳାଳି ଜଣଙ୍କ ସ୍ଥାନୀୟ ତିନି ନମ୍ବର ୱାର୍ଡ ବଣିଆ ସାହିର ରଞ୍ଜିତ ବାରିକଙ୍କ ଝିଅ ଇଶା ବାରିକ (୧୭) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଇଶା ଜଣେ
Read More...

ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର

ନୟାଗଡ଼ : ଇଟାମାଟି ଥାନା ସାନପଣ୍ଡୁସର ନିକଟରେ ବ୍ରିଜ୍ ତଳକୁ ଖସି ପେଟ୍ରୋଲ୍ ଟ୍ୟାଙ୍କର ଜଳିଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗାଡି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ସମସ୍ତ ମୃତାହତ ସାନପଣ୍ଡୁସର ଗାଁର ବୋଲି ଜଣାପଡିଛି ।
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ବଲାଙ୍ଗିର ଝିଅ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପାଲି ପଡ଼ାର ସମୀକ୍ଷା ସମୃଦ୍ଧି ଷଡ଼ଙ୍ଗୀ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ଓଡ଼ିଶୀ କୁହନ୍ତୁ କିମ୍ବା ଆଧୁନିକ, କରାଟେ କୁହନ୍ତୁ କିମ୍ବା ମଡେଲିଂ ସବୁଥିରେ ସମୀକ୍ଷା ଚାମ୍ପିୟାନ । ଖାଲି ସେତିକି ନୁହେଁ ପାଠପଢ଼ାରେ
Read More...

ହଦଗଡ଼ ଅଭୟାରଣ୍ୟରେ ଦନ୍ତା ହାତୀର ମୃତ୍ୟୁ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଖବର ମିଳିଛି । ଅନ୍ୟ ଏକ ହାତୀ ସହ ସଙ୍ଘର୍ଷ ଯୋଗୁଁ ଦନ୍ତାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ଅଭୟାରଣ୍ୟ ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀଙ୍କ
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନ ଓ ବରଗଡ ଆରକ୍ଷୀ ମଧ୍ୟରେ ଆଲୋଚନା ବିଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର କୃଷକ ସଂଗଠନ ଓ ବରଗଡ ଏସ୍‌ପିଙ୍କ ମଧ୍ୟରେ ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୧୩ ତାରିଖରେ ଜେଲ ଭରୋ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବରଗଡ ଏସ୍‌ପି ରାହୁଲ ଜୈନ, ପଦ୍ମପୁର ଏସ୍‌ଡିପିଓ
Read More...

ସିଟି ଷ୍ଟେସନର ଗ୍ରୋସରୀ ଦୋକାନ ଓ ମାଲିକ ଘରୁ ଡକାୟତି ଘଟଣାର ପର୍ଦ୍ଦାଫାସ୍ : ୭ ଗିରଫ

ସମ୍ବଲପୁର: ସିଟି ଷ୍ଟେସନରେ ଗ୍ରୋସରୀ ଦୋକାନ ଓ ମାଲିକ ଘରୁ ଡକାୟତି ଘଟଣାର ପର୍ଦ୍ଦାଫାସ୍ । ୭ ଡକାୟତଙ୍କୁ ଗିରଫ କଲା ସମ୍ଵଲପୁର ପୋଲିସ । ପ୍ରେସ୍‌ମିଟ୍ ଜରିଆରେ ଡକାୟତି ସମ୍ପର୍କରେ ସୂଚନା ଦେଲେ ସମ୍ଵଲପୁର ଏସ୍‌ପି ବାତୁଲା ଗଙ୍ଗାଧର । ସୂଚନାନୁଯାୟୀ, ଗତ ୩ ତାରିଖ ଦିନ ସମ୍ଵଲପୁର ସିଟି
Read More...

ଟ୍ରାଫିକ ପୋଷ୍ଟରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଲା କାର୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପାୱାର ହାଉସ ଛକରେ ଗୋଟିଏ କାର ଧକ୍କାରେ ୩ ଟି ଗାଡି କ୍ଷତିଗ୍ରସ୍ତ ହେବା ସହ ୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ପାୱାର ହାଉସ ଛକ ଟ୍ରାଫିକ ପୋଷ୍ଟରେ ଗାଡିଗୁଡିକ ଅଟକି ରହିଥିଲା । ଏହି ସମୟରେ ଏକ କାର ଦୃତ ଗତିରେ ଆସି ଧକ୍କା
Read More...