pakka

ଟ୍ରାଫିକ ପୋଷ୍ଟରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଲା କାର୍‌

kalikesh

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପାୱାର ହାଉସ ଛକରେ ଗୋଟିଏ କାର ଧକ୍କାରେ ୩ ଟି ଗାଡି କ୍ଷତିଗ୍ରସ୍ତ ହେବା ସହ ୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ପାୱାର ହାଉସ ଛକ ଟ୍ରାଫିକ ପୋଷ୍ଟରେ ଗାଡିଗୁଡିକ ଅଟକି ରହିଥିଲା । ଏହି ସମୟରେ ଏକ କାର ଦୃତ ଗତିରେ ଆସି ଧକ୍କା ଦେଇଥିଲା । କାର ସମ୍ମୁଖରେ ଥିବା ୨ଟି କାର ଓ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର କ୍ଷତିଗ୍ରସ୍ତ ହୋଇଛି । ଏଥିସହ ୩ ଜଣ ଆହତ ହୋଇଛନ୍ତି ।

pp
Leave A Reply

Your email address will not be published.

17 + 14 =