Daily Archives

ମୁରଲୀଧର ଦୂତିଆଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ଅଞ୍ଚଳର ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ବୁଦ୍ଧିଜୀବୀ ମୁରଲୀଧର ଦୂତିଆଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ତାଙ୍କ ପୈତୃକ ଗ୍ରାମ ଚନ୍ଦ୍ରପୁର ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ସୂଚନା ଅନୁସାରେ ଜୁନ ୧୬ରୁ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ
Read More...

ଜଳିଗଲା ୧୨ ଚକିଆ ଟ୍ରକ୍, କାରଣ ଅସ୍ପଷ୍ଟ

ବଡ଼ବିଲ : ବଡ଼ବିଲ-ବଲାଣି ରାସ୍ତା ନୂଆ ବସଷ୍ଟାଣ୍ଡ ନିକଟରେ ହୁତୁହୁତୁ ହୋଇ ଜଳିଗଲା ୧୨ ଚକିଆ ଟ୍ରକ୍‌ । ଟ୍ରକଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଡ଼ିର କ୍ୟାବିନ ଓ ଇଞ୍ଜିନ
Read More...

ରୋତ ଧାନ ମଣ୍ଡିକୁ ଅଚାନକ ପରିଦର୍ଶନ କଲେ ନରସିଂହ

ନକଲି ଚାଷୀକୁ ପଞ୍ଜିକୃତ କରି ଚାଲିଛି ଧାନକିଣା : ନରସିଂହକଟନି ଛଟନିକୁ ନେଇ ଚାଷୀ କଲେ ଅଭିଯୋଗ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରୋତ ଧାନ ମଣ୍ଡିକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ, ଚାଷୀ ଚାଷ ଆରମ୍ଭ କରିବା ଦିନରୁ ବିଭିନ୍ନ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପାଡୁଆ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ପାଡୁଆ ପୋଲିସ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ଘଣ୍ଟାର ଅପରେସନ କରିଥିଲା । ଚଢାଉ ବେଳେ ଜଳପ୍ରପାତ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ।
Read More...

ପ୍ଲାଷ୍ଟିକ୍‌ ଖାଉଥିବା ‘ଜିଆ’ ଆବିଷ୍କାର କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ପ୍ଲାଷ୍ଟିକ୍‌ ପୁନଃଚକ୍ରଣର ମାର୍ଗ ଅନ୍ୱେଷଣ ପାଇଁ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି । ଏହି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଲାଗି ଅଷ୍ଟ୍ରେଲିଆର କ୍ୱିନ୍‌ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କୀଟ ଆବିଷ୍କାର କରିଛନ୍ତି, ଯାହା ପ୍ଲାଷ୍ଟିକ୍‌କୁ ଖାଇ
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନ ପ୍ରଧାନୀ ପଞ୍ଚାୟତ ରାମରାକୂଳ ଅଞ୍ଚଳରେ ଜଣେ ଯୁବକ ବାହଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ଚିତ୍ତ ରଞ୍ଜନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ
Read More...

କାଞ୍ଜିପାଣି ଘାଟିରେ ଜଳିଗଲା ବସ୍ : ଅଳ୍ପକେ ବର୍ତ୍ତିଲେ ୨୫ ଜଣ ଯାତ୍ରୀ

ତେଲକୋଇ : କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଜଳି ଯାଇଥିବା ଖବର ମିଳିଛି । ଅଳ୍ପକେ ବର୍ତ୍ତିଲେ ୨୫ ଜଣ ଯାତ୍ରୀ । ଶୁକବ୍ରାର ବିଳମ୍ବିତ ରାତିରେ ରାଉରକେଲାରୁ କେନ୍ଦୁଝରକୁ ପାଢୀ ଏଣ୍ଡ ପାଢୀ ନାମକ ବସଟି ଯାତ୍ରାମାନଙ୍କୁ ନେଇ ଯାଉଥିଲା । କାଞ୍ଜିପାଣି ଘାଟିର ତାରିଣୀ ମନ୍ଦିର ନିକଟରେ
Read More...

ବେଆଇନ ଲୋନ୍ ଆପ୍ ମାମଲାରେ ୨ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବେଆଇନ ଲୋନ୍ ଆପ୍ ମାମଲାରେ ୨ ଜଣ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ୨ ଜଣ ରକ୍ସିଥ୍ ଓ ସୁଶାନ୍ତ ବୋଲି ଜଣାପଡିଛି । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟଙ୍କ ଘର। ଉଭୟଙ୍କ ନାମରେ ୩ ଟି ବେଆଇନ କମ୍ପାନୀ ଥିଲା । ୩ ବେଆଇନ୍ ସେଲ କମ୍ପାନୀର ଉଭୟ ଡାଇରେକ୍ଟର
Read More...

ପାଟଣାଗଡ଼ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଆଦିବାସୀ କଲ୍ୟାଣ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ଵାଗତ ଓ…

ଆଦିବାସୀ, ଦଳିତ, ପଛୁଆ ତଥା ଜନସାଧାରଣ ସହ ସମଗ୍ର ଅଞ୍ଚଳର ଅଭାବ ଅନାଟନ କଥା ରାଜ୍ୟ ସଭାରେ ଉଠାଇବି ରାଜ୍ୟସଭା ସାଂସଦ : ଶ୍ରୀ ବିଶି ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରେ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେତୁ ଆଜି ପାଟଣାଗଡ଼ ଆଦିବାସୀ ସଂଘ
Read More...