pakka

କାଞ୍ଜିପାଣି ଘାଟିରେ ଜଳିଗଲା ବସ୍ : ଅଳ୍ପକେ ବର୍ତ୍ତିଲେ ୨୫ ଜଣ ଯାତ୍ରୀ

bbehera

ତେଲକୋଇ : କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଜଳି ଯାଇଥିବା ଖବର ମିଳିଛି । ଅଳ୍ପକେ ବର୍ତ୍ତିଲେ ୨୫ ଜଣ ଯାତ୍ରୀ । ଶୁକବ୍ରାର ବିଳମ୍ବିତ ରାତିରେ ରାଉରକେଲାରୁ କେନ୍ଦୁଝରକୁ ପାଢୀ ଏଣ୍ଡ ପାଢୀ ନାମକ ବସଟି ଯାତ୍ରାମାନଙ୍କୁ ନେଇ ଯାଉଥିଲା । କାଞ୍ଜିପାଣି ଘାଟିର ତାରିଣୀ ମନ୍ଦିର ନିକଟରେ ସର୍ଟ ସର୍କିଟ ଯୋଗୁଁ ବସର ତେଲ ପାଇପରେ ନିଆଁ ଲାଗି ଯାଇଥିବା ଡ୍ରାଇଭର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ଦେଇଥିଲେ । ତେବେ ଯାତ୍ରୀଙ୍କର ଆସବାବପତ୍ର ଜଳି ଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

8 + one =