Browsing Tag

telakoi news

ଆମ୍ବ ଗୋଟାଇବାକୁ ଯିବା ବେଳେ ଆକ୍ରମଣ କଲା ହାତୀ : ୧ ମୃତ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ଦ୍ୱିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୋପଦୀ ନାୟକ(୬୦) । ସେ ଆକୁଳ ପଞ୍ଚାୟତର ୧୦ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେଲକୋଇ : ଭାରସାମ୍ୟ ହରାଇ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅଧୀନ କୁଆଁର ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଅମ୍ବା ନାମକ ଘରୋଇ ବସ୍ ଢେଙ୍କାନାଳ ଜିଲ୍ଲାରୁ ତେଲକୋଇ ଦେଇ କେନ୍ଦୁଝର ଅଭିମୁଖେ ଯାଉଥିଲା । ଏହି ସମୟରେ
Read More...

ବିଦ୍ୟୁତ୍ ଆଘାତ ଲାଗି ୩ ମହିଳା ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ୩ ମହିଳା ମୃତ । ମୃତକମାନେ ହେଲେ ସେହି ଗ୍ରାମ ଜୁଆଙ୍ଗ ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ (୪୫), ସିଙ୍ଗା ଜୁଆଙ୍ଗଙ୍କ
Read More...

ହାତୀପଲଙ୍କ ଉପଦ୍ରବ : ନଷ୍ଟ କରିଦେଲେ ଏକର ଏକର ଧାନ ଫସଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ କୃଷ୍ଣପୁର ଓ କରମଙ୍ଗି ଗାଁରେ ୩୦ ଟିକିଆ ହାତୀପଲଙ୍କ ଉତ୍ପାତ । ଏକର ଏକର ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ୍ କୃଷ୍ଣପୁର ଓ କରମଙ୍ଗି ଗାଁରେ ୩୦ ଟିକିଆ
Read More...

ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ : ତଳି କିଆରି ଦଳି ନଷ୍ଟ କରି ଦେଲେ ହାତୀ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ କରିଥିବା ଜଣାପଡିଛି । ଗତକାଲି ରାତିରେ ହାତୀପଲ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ଓ ଭୀମକାଣ୍ଡ ଗ୍ରାମର ତଳି କିଆରିରେ ପଶି ଖିନ୍‌ଭିନ୍‌ କରି ଦେଇଛନ୍ତି । ସୂଚନା ଅନୁସାରେ ୨୨ ଟିକିଆ ହାତୀପଲ ଭୀମକାଣ୍ଡ ଗ୍ରାମର ବଡ଼ନାଳୀ
Read More...

ହାତୀ ଉପଦ୍ରବ : ଘର ଭାଙ୍ଗି ଖାଇଗଲେ ଭାତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

ତେଲକୋଇ : ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହାତୀପଲ । ଭୋକ ବିକଳରେ ଘର ଭାଙ୍ଗି ଖାଇଗଲେ ଭାତ । ତେଲକୋଇ ରେଞ୍ଜରେ ଦୀର୍ଘ ଦିନ ହେବ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି । ଗତକାଲି ବିଳମ୍ବିତ
Read More...

ଦନ୍ତା ଆକ୍ରମଣରେ ୨ ଆହତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟ୍‌ର କନ୍ତଲେଇ ମୁଣ୍ଡା ସାହି ଓ ବିମଳା ଫରେଷ୍ଟ ବିଟ୍ ଗୋଳାଗାଡିଆ ମୁଣ୍ଡା ସାହିରେ ହାତୀପଲ ଉପଦ୍ରବ କରିଥିବା ଖବର ମିଳିଛି । ଦୁଇ ସାହିରେ ୪ଟି ଘରକୁ ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲେ ।
Read More...

ତେଲକୋଇରେ ହାତୀର ମୃତଦେହ ଠାବ

ତେଲକୋଇ : ତେଲକୋଇ ବନାଞ୍ଚଳ କାଳିଆହତା ସେକ୍ସନ ଟୋଲକପଦା ଗାଁ ଜଙ୍ଗଲରେ ହାତୀର ମୃତଦେହ ପଡିଥିବା ଖବର ମିଳିଛି । ମୃତ ଶରୀରକୁ ଜଗି ରହିଛନ୍ତି ହାତୀପଲ । ଆଜି ହାତୀ ସ୍କ୍ବାର୍ଡ ମୃତ ହାତୀକୁ ଦେଖିବାକୁ ପାଇଥିଲେ ।
Read More...

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ତେଲକୋଇ : ତେଲକୋଇ ବଜାର ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ୍ ଭ୍ୟାନ୍‌ରେ ଗୋ-ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡ଼ି ବସିଥିଲା । ପିକଅପ୍ ଭ୍ୟାନ୍‌ରୁ ୧୩ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏହି
Read More...

୪ ବାରହା ଶିକାରୀ ଗିରଫ

ତେଲକୋଇ : କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଳମ୍ବିତ ରାତିରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ବେଳେ ଗିରଫ କଲା ବନ ବିଭାଗ ।ସୂଚନାନୁଯାୟୀ, ରଜପର୍ବ ଥିବାରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ ହେଉଥିବା ଖବର
Read More...