pakka

ବେଆଇନ ଲୋନ୍ ଆପ୍ ମାମଲାରେ ୨ ଜଣ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବେଆଇନ ଲୋନ୍ ଆପ୍ ମାମଲାରେ ୨ ଜଣ ଠକଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ୨ ଜଣ ରକ୍ସିଥ୍ ଓ ସୁଶାନ୍ତ ବୋଲି ଜଣାପଡିଛି । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଉଭୟଙ୍କ ଘର। ଉଭୟଙ୍କ ନାମରେ ୩ ଟି ବେଆଇନ କମ୍ପାନୀ ଥିଲା । ୩ ବେଆଇନ୍ ସେଲ କମ୍ପାନୀର ଉଭୟ ଡାଇରେକ୍ଟର ରହିଛନ୍ତି । କୋକ୍‌ ଓ ଜୋଜୋ ସମେତ ଏକାଧିକ ଋଣ ଆପ୍‌ କରି ଲୋକମାନଙ୍କୁ ସେମାନେ ଠକୁଥିଲେ ।

jay balangir
Leave A Reply

Your email address will not be published.

fifteen − 2 =