pakka

ଜଳିଗଲା ୧୨ ଚକିଆ ଟ୍ରକ୍, କାରଣ ଅସ୍ପଷ୍ଟ

bbehera

ବଡ଼ବିଲ : ବଡ଼ବିଲ-ବଲାଣି ରାସ୍ତା ନୂଆ ବସଷ୍ଟାଣ୍ଡ ନିକଟରେ ହୁତୁହୁତୁ ହୋଇ ଜଳିଗଲା ୧୨ ଚକିଆ ଟ୍ରକ୍‌ । ଟ୍ରକଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଡ଼ିର କ୍ୟାବିନ ଓ ଇଞ୍ଜିନ ପୋଡି ପାଉଁଶ ହୋଇଯାଛି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

jay balangir
Leave A Reply

Your email address will not be published.

eleven + nine =