Browsing Tag

badabila news

ଦୋକାନ ଭିତରକୁ ପଶିଗଲା ୧୬ ଚକିଆ ହାଇୱା

ବଡବିଲ : ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ୧୬ ଚକିଆ ହାଇୱା । ଗାଡି ଚଲାଉଥିଲେ ହେଲ୍‌ପର । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ । ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ବଡ଼ବିଲ ପିଏଚ୍‌ଡି ରୋଡ୍ ଭଞ୍ଜ କଲୋନୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୬
Read More...

ଖେଳ ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପିଏଚ୍‌ଡି ଖେଳ ପଡିଆ ନିକଟରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ମୃତକ ୮ ନମ୍ବର ଓ୍ୱାର୍ଡର ସୁରଜ ରାମ୍‌ ବୋଲି ଜଣାପଡିଛି । ଶନିବାର ସଂଧ୍ୟାରେ କିଛି ଲୋକ ମୃତଦେହ ପଡିଥିବାର ଦେଖି ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌
Read More...

ମାଲବାହୀ ଟ୍ରେନ୍‌ ଧକ୍କାରେ ମାଈ ହାତୀ ମୃତ, ଘଟଣାସ୍ଥଳରେ ବନବିଭାଗ

ବଡ଼ବିଲ : ଟ୍ରେନ୍‌ ଧକ୍କାରେ ହାତୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଉଚ୍ଚାବାଲି ନିକଟରେ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଉଚ୍ଚବାଲୀ ନିକଟରେ ରେଳ ଲାଇନ୍‌ ପାର୍‌ ହେଉଥିଲା ହାତୀ । ଏହି
Read More...

ବନ୍ଦ ଘର ବାଥରୁମ୍‌ରୁ ମୃତଦେହ ଉଦ୍ଧାର

ବଡବିଲ : କେନ୍ଦୁଝର ଯୋଡ଼ାରେ ଅଗ୍ରୱାଲ ମେନସନ୍ ଆପାର୍ଟମେଣ୍ଟର ବନ୍ଦ ଘର ବାଥରୁମରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଭିକେଏସ୍‌ ମାଇନିଂ ସର୍ଭିସ୍ କମ୍ପାନୀର ମାଲିକ ରୂପେଶ ମହେନ୍ଦ୍ରନ୍ । ରୂପେଶଙ୍କ ନିଜ ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ । ତାଙ୍କ କମ୍ପାନୀ ଯୋଡ଼ା
Read More...

ଟ୍ରକକୁ ପିଟିଲା ସ୍କର୍ପିଓ : ୩ ମୃତ, ୩ ଗୁରୁତର

ବଡ଼ବିଲ : ରୁଗୁଡ଼ି ଥାନା ଏନ୍‌ଏଚ୍ ୫୨୦ ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକର ପଛପଟୁ ସ୍କର୍ପିଓ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଭଦ୍ରାସାହି ବିଜୁ ହଟିଂର ଅର୍ଜ୍ଜନ ମୁଣ୍ଡା,
Read More...

ତେଲ ଚୋରି ଉଦ୍ୟମ ବେଳେ ବୋଲେରୋ ଓ ବାଇକ୍‌ ଜବତ : ୪ ଗିରଫ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ବୁଧବାର ଠାକୁରାଣୀ ଅଞ୍ଚଳରୁ ୨ଟି ଗ୍ୟାଲେନ ଭର୍ତ୍ତି ୧୦୦ ଲିଟର ଚୋରା ଡିଜେଲ, ଏକ ବୋଲେରୋ ଏବଂ ଏକ ବାଇକ୍‌ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଠାକୁରାଣୀ ଅଞ୍ଚଳର ଏମ୍‌ଡି
Read More...

ଜଳିଗଲା ୧୨ ଚକିଆ ଟ୍ରକ୍, କାରଣ ଅସ୍ପଷ୍ଟ

ବଡ଼ବିଲ : ବଡ଼ବିଲ-ବଲାଣି ରାସ୍ତା ନୂଆ ବସଷ୍ଟାଣ୍ଡ ନିକଟରେ ହୁତୁହୁତୁ ହୋଇ ଜଳିଗଲା ୧୨ ଚକିଆ ଟ୍ରକ୍‌ । ଟ୍ରକଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗାଡ଼ିର କ୍ୟାବିନ ଓ ଇଞ୍ଜିନ
Read More...

ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଜବତ ସହ ୭ ଗିରଫ

ବଡ଼ବିଲ : ବଡ଼ବିଲ ଟଣ୍ଟୋ ନିକଟରୁ ଏକ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି । ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ବଡ଼ବିଲ : କେନ୍ଦୁଝର ବଡବିଲ ନିକଟ ଜାତୀୟ ରାଜପଥ ୫୨୦ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେବାରୁ ଜଣକ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ମାଧବ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ମାଧବ
Read More...

୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳିମାଡ଼ : ୨ ଗୁରୁତର

ବଡ଼ବିଲ : ବଡ଼ବିଲ ଉଲିବୁରୁରେ ୨ ଗୋଷ୍ଠୀ ମୁହାଁମୁହିଁ ପରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ଓ ଗୁଳି ଫୁଟିଥିବା ଜଣାପଡ଼ିଛି । ଏଥିରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବଡ଼ବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଏହା ପୂର୍ବ
Read More...