Browsing Tag

badabila news

୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳିମାଡ଼ : ୨ ଗୁରୁତର

ବଡ଼ବିଲ : ବଡ଼ବିଲ ଉଲିବୁରୁରେ ୨ ଗୋଷ୍ଠୀ ମୁହାଁମୁହିଁ ପରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ଓ ଗୁଳି ଫୁଟିଥିବା ଜଣାପଡ଼ିଛି । ଏଥିରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବଡ଼ବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଏହା ପୂର୍ବ
Read More...

୫ ଦଫା ଦାବୀ ନେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ବଳଭଦ୍ରପୁରର ଗ୍ରାମବାସୀ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ନାରଦପୁର ଗ୍ରାମପଞ୍ଚାୟତର ବଳଭଦ୍ରପୁରରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବା ଜଣାପଡିଛି । ୩ଟି ବୁଥ୍ ଭୋଟର ଶୂନ୍ୟ ହୋଇଥିବା ବେଳେ ବୁଥ୍ ନଂ ୬, ୭, ୮ରେ ଜଣେ ହେଲେ ଭୋଟର୍ ଭୋଟ୍ ଦେଇ ନ ଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୬
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ବଡ଼ବିଲ : ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ଶିଶୁମନ୍ଦିର ଛକ ନିକଟରେ ଗତକାଲି ମଧ୍ୟରାତ୍ରୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ଶିଶୁମନ୍ଦିର ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ହାଇୱକୁ ଏକ ଟ୍ରେଲର ପଛପଟୁ
Read More...