Daily Archives

ପଦ୍ମପୁରରେ ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ, ବିଶିଷ୍ଟ ଶିକ୍ଷାବିତ୍, ପ୍ରଖର ରାଷ୍ଟ୍ରବାଦୀ ନେତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଆଜି ପଦ୍ମପୁରରେ ପାଳିତ ହୋଇ ଯାଇଛି । ପଦ୍ମପୁର ନଗର ବିଜେପି ଯୁବମୋର୍ଚ୍ଚା
Read More...

ହାତୀସରା ପଞ୍ଚାୟତରେ ବୃକ୍ଷ ରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳେ ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଡିଓ ରାମଦତ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ୧୨ ନମ୍ବର ଜୋନର ସଦସ୍ୟା
Read More...

ପଦ୍ମପୁର ସହରରେ ଡ୍ରେନେଜ ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ୩ ନମ୍ବର ୱାର୍ଡରେ ଡ୍ରେନେଜ ଅବ୍ୟବସ୍ଥା ହେତୁ ଡ୍ରେନେଜରୁ ପାଣି ନିଷ୍କାସନ ହୋଇ ନପାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଡ୍ରେନେଜ ବ୍ୟବସ୍ଥା ନଥିବା ହେତୁ ଡ୍ରେନରେ ପାଣି ଜମା ରହିଥିବା ଅଳିଆ ଆବର୍ଜନା ପଚାସଢା ଗନ୍ଧରେ ନାକ ଫାଟି
Read More...

ଅଲୋଡ଼ା ହେଲା ନବଜାତ ଶିଶୁପୁତ୍ର

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ପୁଅ ଟିଏ ପାଇଁ ମା ବାପା କେତେ କଣ କରୁଛନ୍ତି । କିନ୍ତୁ କିଛି ଲୋକଙ୍କ ପାଖରେ ପୁଅ ଅଲୋଡ଼ା ହୋଇ ପଡୁଛି । ଦୁନିଆ ଦେଖିବା ଆଗରୁ ନିଷ୍ପାପ ଶିଶୁଙ୍କୁ ଭୃଣ ହତ୍ୟା କରିବାକୁ ପଛାଉ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଇଲାକାରେ ।
Read More...

ଆସନ୍ତାକାଲିଠାରୁ ବଲାଙ୍ଗିର ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ : ଏଣିକି ସମସ୍ତ ଓଏସ୍‌ଆର୍‌ଟିସି ବସ୍‌ ନୂଆ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଠାରୁ ବଲାଙ୍ଗିର ନୂଆ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ । ଏଣିକି ସମସ୍ତ ଓଏସ୍‌ଆର୍‌ଟିସି ବସ୍‌ ନୂଆ ବସ୍‌ଷ୍ଟାଣ୍ଡରୁ ଛାଡ଼ିବ । ଆସନ୍ତାକାଲି ଭୋର୍‌ ସାଢେ଼ ୪ଟା ସମୟରେ ଜିଲ୍ଲାପାଳ ଚଂଚଳ ରାଣା ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ । ଏ
Read More...

ପୁଣି ସଇଁତଲା ପୋଲିସକୁ ସଫଳତା : ବ୍ଲକ ଶିକ୍ଷା ବିଭାଗ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତ ଗିରଫ ସହ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୧୩ ତାରିଖ ଦିନ ମାଇକ୍ରୋ ଫାଇନ୍ସସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟପାଟ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଥିଲା । ଏଥିରେ ୭ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ପୁଣି ବିଇଓ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକଙ୍କୁ
Read More...

ଜୁଲାଇ ୧ରୁ ନୂତନ ବସ ଟର୍ମିନାଲରୁ ଗଡ଼ିବ ଘରୋଇ ବସ୍‌ : ଘରୋଇ ବସ ମାଲିକ ସଂଘ

ପୌରାଞ୍ଚଳ ବସଷ୍ଟପରୁ ଲୋକେ ଶସ୍ତା ଓ ସୁବିଧାରେ ବସଷ୍ଟାଣ୍ଡକୁ ଯିବା ଆସିବା କରି ପାରିବେ ।ଅସୁବିଧା ଉପୁଜିଲେ ବସ ଧର୍ମଘଟ ଚେତାବନୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ୍ୟ ଦୃଷ୍ଟିରୁ ବହୁ ପ୍ରତୀକ୍ଷିତ ନୂତନ ବସ ଟର୍ମିନାଲକୁ ଆଗାମୀ ଜୁଲାଇ ୧ ତଥା
Read More...

ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମନ୍ତ୍ରୀ ଟୁକୁନି ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ଗର୍ବ ଓ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୁଇଜଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଶ୍ରୀମତୀ ଟୁକୁନି ସାହୁଙ୍କୁ ପ୍ରସ୍ତାବକ ପାଇଁ ଦିଲ୍ଲୀ ପଠେଇଥିବା ବେଳେ ଆଜି ମନ୍ତ୍ରୀ ଶ୍ରୀମତୀ
Read More...

ମ.ରାମପୁର ଔଷଧ ବ୍ୟବସାୟୀ ସଂଘର ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁର ଠାରେ ଔଷଧ ବ୍ୟବସାୟୀ ସଂଘ ସଦସ୍ୟଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ସଂପାଦକ ଆଶୋକ କୁମାର ରାଉତ ଯୋଗ ଦେଇ ସଂଘର ଆଗାମୀ ଦିନର କାର୍ଯ୍ୟ
Read More...

ପାଟଣାଗଡ଼ ବିଜେପି ପକ୍ଷରୁ ରାଜଖମାରରେ ଡା. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେପି ପକ୍ଷରୁ ରାଜଖମାରରେ ଠାରେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିରେ ବଳିଦାନ ଦିବସ ପାଳିତ ହୋଇଯାଇଛି । ସାଂସଦ ସଂଗୀତା ସିଂଦେଓ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମେ
Read More...