Daily Archives

ଜିଲ୍ଲାସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ ବୈଠକରେ ସମ୍ପୂର୍ଣ୍ଣ ଟୀକାକରଣକୁ ଗୁରୁତ୍ୱ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ । ଡା.ବିଶ୍ୱ ରଂଜନ ପତି, ସି.ଡି.ଏମ୍‌.ଓ., ଡା.
Read More...

ତା ୦୯/୦୬/୨୨ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪ ଟି କେନ୍ଦ୍ରରେ ୧୮ ରୁ ଉର୍ଦ୍ଧ ନାଗରିକଙ୍କୁ ଟୀକାକରଣ…

-୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ : ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୯/୦୬/୨୨ ରେ ସୁବର୍ଣ୍ଣପୁର
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ତା ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବଣ୍ଟନକୁ ନେଇ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୁରୁଣ୍ତା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ
Read More...

ଦେଓଗାଁ ଥାନା ଅଞ୍ଚଳକୁ ଫେରିଲେ ଡ଼କାୟତ ଦଳ

-ପୁଣି ଥାନା ସମ୍ମୁଖ ଦୋକାନର ତାଲା କାଟିଲେ-ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ-ଦିନ ଦିପହରରେ ହୋଟେଲକୁ ପଶି ଲୁଟିନେଲେ ଟଙ୍କା ବାକ୍ସ ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନର ନିରବତା ପରେ ପୁଣିଥରେ ଦେଓଗାଁ ଥାନା ଅଞ୍ଚଳରେ ଲୁଟ୍‌ର ଆତଙ୍କ ଖେଳାଇଛନ୍ତି ଡ଼କାୟତ ଦଳ । ରାତିରେ
Read More...

ଜଲିଆ କିସ୍‌ କ୍ୟାମ୍ପସରୁ ଚୋରି ଘଟଣାରେ ୫ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ର ସିନଖମନ ନିକଟରେ ଥିବା ଜଲିଆ କିସ୍‌ କ୍ୟାମ୍ପସରୁ ଚୋରି ଘଟଣାରେ ବୁଧବାର ଦେଓଗାଁ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତିମାନେ ହେଲେ ଦେଓଗାଁ ଥାନା ଜଲିଆ ଗାଁର ପ୍ରଦୀପ ନାଏକ, ରାଜୁ ଭୋଇ,
Read More...

ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି
Read More...

ମୁରିବାହଲରେ ଛାତରୁ ପଡି ଜଣେ ବ୍ୟକ୍ତି ଗୁରୁତର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ଠାରେ ଜଣେ ବ୍ୟକ୍ତି ନିଜ ଘର ଛାତରୁ ପଡି ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ମୁରିବାହାଲ ଅଂଚଳର ଗୋବିନ୍ଦ ପଧାନୀ(୩୨) ବୋଲି ଜଣାପଡିଛି ।
Read More...

ବନ୍ଧପଡାରେ ସଡକ ଦୁର୍ଘଟଣା : ଜଣେ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବନ୍ଧପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ସଂଜୟ ପଟ୍ଟନାୟ(୩୮) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସଂଜୟ
Read More...

ଫଟାମୁଣ୍ଡା ଗ୍ରାମରେ ଘରକୁ ଘର ଯାଇ ଆର୍‌ଓଆର୍‌ ଦିଆଯାଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଘରକୁ ଘର ଯାଇ ଆର୍‌ଓଆର୍‌ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହାକୁ ଆଗଲପୁର ତହସିଲଦାର ଫଟାମୁଣ୍ଡା ଗ୍ରାମର ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ
Read More...

ବଲାଙ୍ଗିରର ଏସ୍‌ବିଆଇ ମୁଖ୍ୟ ଶାଖା ଠାରେ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ଠାରେ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟି ବଲାଙ୍ଗିରର ଲିଡ୍ ବ୍ୟାଙ୍କ ଅଫିସ୍ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଏଥିରେ ୪୬ ଜଣ ହିତାଧିକାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମ
Read More...