pakka

ଫଟାମୁଣ୍ଡା ଗ୍ରାମରେ ଘରକୁ ଘର ଯାଇ ଆର୍‌ଓଆର୍‌ ଦିଆଯାଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଘରକୁ ଘର ଯାଇ ଆର୍‌ଓଆର୍‌ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହାକୁ ଆଗଲପୁର ତହସିଲଦାର ଫଟାମୁଣ୍ଡା ଗ୍ରାମର ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ ଆର୍‌ଓଆର୍‌ ଦେଇଥିବା ବେଳେ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

four + 13 =