Daily Archives

ବେଆଇନ ଚାଲାଣ ବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘଦିନ ଧରି ପାଟଣାଗଡ଼ ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆଜି ପାଟଣାଗଡ଼ ତହସିଲ ଅଫିସ ପକ୍ଷରୁ ରାମପୁର ନିକଟରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏନେଇ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି । ମିଳିଥିବା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ ଉଦ୍‌ଯାପିତ

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟ ତରଫରୁ ନିତି ଦିନିଆ ହେଉଥିବା ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତିନିଦିନ ବ୍ୟାପୀ ‘ରକ୍ଷକ’ ତାଲିମ ଆୟୋଜିତ ହୋଇଯାଇଛି । ଆଜି ବୁଧବାର ସ୍ଥାନୀୟ ଖରଝୁରାର
Read More...

ଉମା ସମବାୟ ସମିତିରୁ ସମସ୍ତ ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ସେବା ସମବାୟ ସମିତିରୁ ପ୍ରଥମ ପର୍ଯ୍ୟାୟ ସଦସ୍ୟ ନିର୍ବାଚନରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ମଙ୍ଗଳବାର ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟୀ ଘୋଷଣା କରିଛନ୍ତି । ସମିତିର ୧୫ଟି ମଣ୍ଡଳୀ ଜୋନ୍‌ରୁ କେବଳ
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ନିର୍ଭରଯୋଗ୍ୟ ସୂଚନା ଆଧାରରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବୌଦ୍ଧ ବନାଧିକାରୀଙ୍କ ସହାୟତାରେ ମଙ୍ଗଳବାର ଅପରାହ୍ନରେ ଘଣ୍ଟାପଡା ଫାଣ୍ତି ଅନ୍ତର୍ଗତ କଣ୍ଟାମାଳ-ବାଲିଗୁଡା ରାସ୍ତାର ଖୁଣ୍ଟିଗୋରା ନିକଟରେ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ
Read More...

ପ୍ରକୃତି ମିତ୍ର ପ୍ରାପ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଜବାହାରଲାଲ ନେହେରୁ ଆଦିବାସୀ କ୍ଲବକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତି ମିତ୍ର-୨୦୨୨
Read More...

ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପି.ପି ଏକାଡେମୀ ପରିସରରେ ଓଡିଶା ସରକାରଙ୍କ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଶ୍ରୀମତୀ ସାହୁ ପୂର୍ବରୁ ମହିଳା ଶିଶୁ ବିକାଶ, ମିଶନ
Read More...

କୂଅରେ ପଡ଼ିଥିବା ଚିତାକୁ ଉଦ୍ଧାର କଲେ ବନବିଭାଗ ଓ ଅଗ୍ନିଶମ ବିଭାଗ

ସମ୍ବଲପୁର : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧୀନ ସାନ ହିଣ୍ଡୋଲ-ମୂଷାକଟା ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ଚିତାବାଘ ପଡ଼ିଯାଇଥିବା ଖବର ମିଳିଛି । ତେବେ ବାଘଟିକୁ ବୁଧବାର ସକାଳେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଥିଲା ।
Read More...

ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟର ଅଧିନାୟକ ତଥା ୩୯ ବର୍ଷୀୟ ମିତାଲି ରାଜ ନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ତେବେ ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି ।
Read More...

ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡିଲେ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଜି ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଆଇଜି ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ତେବେ ବ୍ୟବସାୟିକ ଟଙ୍କା କାରବାର
Read More...

ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ନଅ ଜଣ ପ୍ରାର୍ଥୀ ଘୋଷଣା କଲା ଭାଜପା

ୟୁପି : ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ନଅ ଜଣ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ତେବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ବ୍ୟତୀତ ଦଳ ଚୌଧୁରୀ ଭୁପେନ୍ଦ୍ର ସିଂ, ଦୟାଶଙ୍କର ମିଶ୍ର ଦିନାଲୁ, ଜେପିଏସ ରାଠୋର, ନରେନ୍ଦ୍ର କଶ୍ୟପ, ଜସୱନ୍ତ ସଇନି, ଦାନିଶ ଆଜାଦ ଅନସାରୀ, ବନୱାରିଲାଲ
Read More...