pakka

ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ନଅ ଜଣ ପ୍ରାର୍ଥୀ ଘୋଷଣା କଲା ଭାଜପା

bbehera

ୟୁପି : ୟୁପି ବିଧାନ ପରିଷଦ ନିର୍ବାଚନ ପାଇଁ ନଅ ଜଣ ପ୍ରାର୍ଥୀ ଘୋଷଣା କରିଛି ଭାଜପା । ତେବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ବ୍ୟତୀତ ଦଳ ଚୌଧୁରୀ ଭୁପେନ୍ଦ୍ର ସିଂ, ଦୟାଶଙ୍କର ମିଶ୍ର ଦିନାଲୁ, ଜେପିଏସ ରାଠୋର, ନରେନ୍ଦ୍ର କଶ୍ୟପ, ଜସୱନ୍ତ ସଇନି, ଦାନିଶ ଆଜାଦ ଅନସାରୀ, ବନୱାରିଲାଲ ଦୋହରେ ଏବଂ ମୁକେଶ ଶର୍ମାଙ୍କୁ ପ୍ରାର୍ଥୀ ଭାବେ କରିଛି ।

Leave A Reply

Your email address will not be published.

seven − 6 =